ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ବିଜ୍ଞପ୍ତି ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ବିଜ୍ଞପ୍ତି   ବିଶେଷ୍ୟ

ಅರ್ಥ : ବିକ୍ରିପାଇଁ ଥିବା ମାଲ ବା ଆଉ କିଛି ବିଷୟର ସୂଚନା ଯାହା ସମସ୍ତଙ୍କୁ ବିଶେଷତଃ ପତ୍ର, ରେଡିଓ, ଏବଂ ଦୂରଦର୍ଶନଆଦି ମାଧ୍ୟମରେ ସୂଚାଇ ଦିଆଯାଏ

ಉದಾಹರಣೆ : ଆଜିର ଖବର କାଗଜ ବିଜ୍ଞାପନରେ ଭର୍ତ୍ତି

ಸಮಾನಾರ್ಥಕ : ଇସ୍ତାହାର, ବିଜ୍ଞାପନ


ಇತರ ಭಾಷೆಗಳಿಗೆ ಅನುವಾದ :

बिक्री आदि के माल या किसी बात की वह सूचना जो सब लोगों को, विशेषतः सामयिक पत्रों, रेडियो, दूरदर्शन आदि के द्वारा दी जाती है।

आज का समाचार-पत्र विज्ञापनों से भरा पड़ा है।
इश्तहार, इश्तिहार, विज्ञप्ति, विज्ञापन

A public promotion of some product or service.

ad, advert, advertisement, advertising, advertizement, advertizing

ಅರ್ಥ : ବତାଇବା ବା ସୂଚିତ କରିବାର ପ୍ରକ୍ରିୟା

ಉದಾಹರಣೆ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ବିଜ୍ଞପ୍ତି ଅନୁସାରେ ସାରା ବିଶ୍ୱରେ ମୂଷାଗୁଡ଼ିକ ୩୩ କୋଟି ଟନ ଚାଉଳ ଖାଇ ଯାଉଛନ୍ତି

ಸಮಾನಾರ್ಥಕ : ସୂଚନା


ಇತರ ಭಾಷೆಗಳಿಗೆ ಅನುವಾದ :

बतलाने या सूचित करने की क्रिया।

विश्व स्वास्थ्य संगठन की एक विज्ञप्ति के अनुसार सारे संसार में चूहे ३३ करोड़ टन चावल खा जाते हैं।
विज्ञप्ति

An official report (usually sent in haste).

communique, despatch, dispatch