ಅರ್ಥ : ବିଛଣା, କପଡ଼ାଆଦି ଭୂମି ଉପରେ ବା କୌଣସି ସମତଳ ବସ୍ତୁଆଦି ଉପରେ ସଂପୂର୍ଣ୍ଣ ଦୂରତା ପର୍ଯ୍ୟନ୍ତ ବିସ୍ତାର କରିବା
ಉದಾಹರಣೆ :
ସେ ଖଟ ଉପରେ ଚଦର ବିଛାଇଲା
ಸಮಾನಾರ್ಥಕ : ବିସ୍ତାର କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବିଛାଇବାର କାମ ଅନ୍ୟ କାହାଦ୍ୱାରା କରାଇବା
ಉದಾಹರಣೆ :
ଆଈ ଚାକରାଣୀଦ୍ୱାରା ବିଛଣା ବିଛାଇଲେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାରିକୁ ବିସ୍ତୃତ ହେବାପାଇଁ ପ୍ରବୃତ୍ତ କରିବା
ಉದಾಹರಣೆ :
ଗୀତା ଚାକରଦ୍ୱାରା ଖରାରେ କପଡ଼ା ବିଛାଉଛି
ಸಮಾನಾರ್ಥಕ : ବିସ୍ତାର କରାଇବା
ಇತರ ಭಾಷೆಗಳಿಗೆ ಅನುವಾದ :