ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ବିଚ୍ଛେଦ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ବିଚ୍ଛେଦ   ବିଶେଷ୍ୟ

ಅರ್ಥ : ଅଲଗା ହେବାର ପ୍ରକ୍ରିୟା, ଅବସ୍ଥା ବା ଭାବ

ಉದಾಹರಣೆ : ବିବାହ ପରେ ପରେ ହିଁ ତାଙ୍କୁ ବିଚ୍ଛେଦ ଦୁଃଖ ସହିବାକୁ ପଡ଼ିଲା

ಸಮಾನಾರ್ಥಕ : ଅଲଗା, ପୃଥକ, ଭିନେ


ಇತರ ಭಾಷೆಗಳಿಗೆ ಅನುವಾದ :

The state of being several and distinct.

discreteness, distinctness, separateness, severalty

ಅರ್ಥ : ପ୍ରିୟ ବ୍ୟକ୍ତି ସହିତ ମିଳନ ନହେବା କାରଣରୁ ଉତ୍ପନ୍ନ ହେଉଥିବା ଭାବ

ಉದಾಹರಣೆ : ସୁରଦାସଙ୍କ ରଚିତ ରାଧାଙ୍କ ବିରହ ବର୍ଣ୍ଣନା ବହୁତ ମାର୍ମିକ

ಸಮಾನಾರ್ಥಕ : ବିରହ, ବିୟୋଗ


ಇತರ ಭಾಷೆಗಳಿಗೆ ಅನುವಾದ :

प्रिय व्यक्ति से मिलन न होने की क्रिया या भाव।

सूरदास द्वारा किया गया राधा के विरह का वर्णन बहुत ही मार्मिक है।
बिछोह, बिरह, विच्छेद, विछोह, वियोग, विरह

ಅರ್ಥ : ମଝିରେ କୌଣସି ପ୍ରକାର ବିଚ୍ଛିନ୍ନ ହେବାର କ୍ରିୟା ଅବା ବିଶୃଙ୍ଖଳ ହେବାର ଅବସ୍ଥା ବା ଭାବ

ಉದಾಹರಣೆ : ବିଶୃଙ୍ଖଳତାରୁ ଦୂରେଇ ରହିବା ପାଇଁ ପ୍ରଚେଷ୍ଟା

ಸಮಾನಾರ್ಥಕ : ବିଶୃଙ୍ଖଳତା


ಇತರ ಭಾಷೆಗಳಿಗೆ ಅನುವಾದ :

किसी प्रकार बीच से टूटने की क्रिया या विशृंखल होने की अवस्था या भाव।

विशृंखलता से बचने की कोशिश जारी है।
विच्छेद, विशृंखलता

ಅರ್ಥ : କାହାଠାରୁ ଅଲଗାହେବା ବା ଦୂରେଇ ଯିବାର ଅବସ୍ଥା ବା ଭାବ

ಉದಾಹರಣೆ : ରାଧାଙ୍କୁ କୃଷ୍ଣଙ୍କ ବିଚ୍ଛେଦ ସହିବାକୁ ପଡ଼ିଲା

ಸಮಾನಾರ್ಥಕ : ବିୟୋଗ


ಇತರ ಭಾಷೆಗಳಿಗೆ ಅನುವಾದ :

किसी से बिछुड़ने या दूर होने की अवस्था या भाव।

राधा को कृष्ण का वियोग सहना पड़ा।
अपगम, आसंगत्य, आसञ्गत्य, फ़िराक़, फ़ुरक़त, फिराक, फुरकत, विछोह, वियोग

ಅರ್ಥ : କାଟି ଅବା ଛେଦକରି ଅଲଗା କରିବାର କାର୍ଯ୍ୟ

ಉದಾಹರಣೆ : ରୋଗର ପ୍ରକୋପରୁ ରକ୍ଷା ପାଇବାପାଇଁ ମୂଳଉତ୍ପାଟନ ଆବଶ୍ୟକ

ಸಮಾನಾರ್ಥಕ : ଅଲଗା, ବିଚ୍ଛିନ୍ନ, ମୂଳଉତ୍ପାଟନ


ಇತರ ಭಾಷೆಗಳಿಗೆ ಅನುವಾದ :

काट या छेदकर अलग करने की क्रिया।

रोग का प्रसारण रोकने के लिए पाद-विच्छेदन आवश्यक है।
विच्छेद, विच्छेदन

ಅರ್ಥ : ବିୟୋଗର ଅଭାବ

ಉದಾಹರಣೆ : ପତିକୁ ଛାଡି ଚାଲି ଯିବା ପରେ ବି ମଙ୍ଗଳାକୁ ବିଚ୍ଛେଦ ବାଧୁନାହିଁ

ಸಮಾನಾರ್ಥಕ : ଅବିୟୋଗ


ಇತರ ಭಾಷೆಗಳಿಗೆ ಅನುವಾದ :

वियोग का अभाव।

पति के छोड़कर चले जाने के बाद भी मंगला अवियोग में नहीं पहुँच पाई।
अवियोग