ಅರ್ಥ : ଏକ ପ୍ରକାରର କାମ ବା ବାତାବରଣରେ ବିବ୍ରତ ହେବା
ಉದಾಹರಣೆ :
କେବେକେବେ କଂପ୍ୟୁଟରରେ ବସିବସି ବିରକ୍ତ ଲାଗେ
ಸಮಾನಾರ್ಥಕ : ଆଲୋଡ଼ିତ ହେବା, ବିରକ୍ତ ଲାଗିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମନ ଚଞ୍ଚଳ ହେବା
ಉದಾಹರಣೆ :
ରାଧାର ସୌନ୍ଦର୍ଯ୍ୟ ଦେଖି ମୋହନର ମନ ଅଥୟ ହେଲା
ಸಮಾನಾರ್ಥಕ : ଅଥୟ ହେବା, ଅସ୍ଥିର ହେବା, ଆନ୍ଦୋଳିତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :