ಅರ್ಥ : କୌଣସି କାର୍ଯ୍ୟ କରିବାର ବିଶେଷ ଯୋଗ୍ୟତା ଯାହାର ଥାଏ
ಉದಾಹರಣೆ :
ଆପଣଙ୍କ ଭଳି ପ୍ରବୀଣଙ୍କପାଇଁ ପ୍ରଶିକ୍ଷଣର କିଛି ଆବଶ୍ୟକତା ନାହିଁ
ಸಮಾನಾರ್ಥಕ : କାର୍ଯ୍ୟକୁଶଳ, ଦକ୍ଷ, ନିପୁଣ, ପକ୍କା, ପରିପକ୍ୱ, ପାରଙ୍ଗମ, ପ୍ରବୀଣ
ಇತರ ಭಾಷೆಗಳಿಗೆ ಅನುವಾದ :
वह जो किसी कार्य को करने की विशेष योग्यता रखता हो।
प्रवीणों को प्रशिक्षण की आवश्यकता नहीं।ಅರ್ಥ : କୌଣସି କାମ କରିବାପାଇଁ ଯାହାର ଯୋଗ୍ୟତା ଅଛି
ಉದಾಹರಣೆ :
ଅର୍ଜୁନ ଧନୁର୍ବିଦ୍ୟାରେ ପ୍ରବୀଣ ଥିଲେ
ಸಮಾನಾರ್ಥಕ : କୁଶଳୀ, ପକ୍କା, ପଟୁ, ପ୍ରବୀଣ, ସିଦ୍ଧହସ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :
जो किसी कार्य को करने में विशेष योग्यता रखता हो।
धनुर्विद्या में प्रवीण अर्जुन ने तेल में मछली की परछाईं देखकर उसकी आँख पर निशाना लगाया।