ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ବିଗାଡ଼ିବା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ବିଗାଡ଼ିବା   କ୍ରିୟାପଦ

ಅರ್ಥ : ନୀତି ପଥରୁ ଭ୍ରଷ୍ଟ କରିବା

ಉದಾಹರಣೆ : ସେ ମୋ ଛୁଆକୁ ଖରାପ କରିଦେଲା

ಸಮಾನಾರ್ಥಕ : ଖରାପ କରିବା


ಇತರ ಭಾಷೆಗಳಿಗೆ ಅನುವಾದ :

ಅರ್ಥ : କୌଣସି ବସ୍ତୁକୁ ତିଆରି କରିବା ସମୟରେ ଏଭଳି ଦୋଷ ଉତ୍ପନ୍ନ କରିବା ଯେପରିକି ତାହା ଠିକ ହେବନାହିଁ

ಉದಾಹರಣೆ : ଦର୍ଜୀ ମୋର ଡ୍ରେସ ଖରାପ କରିଦେଲା

ಸಮಾನಾರ್ಥಕ : ଖରାପ କରିବା


ಇತರ ಭಾಷೆಗಳಿಗೆ ಅನುವಾದ :

किसी वस्तु को बनाते समय ऐसा दोष उत्पन्न करना कि वह ठीक न बने।

दर्जी ने मेरा ड्रेस बिगाड़ दिया।
खराब करना, ख़राब करना, बिगाड़ना

Alter from the original.

corrupt, spoil

ಅರ್ಥ : ଖରାପ ଅବସ୍ଥାକୁ ଆଣିବା

ಉದಾಹರಣೆ : ରଞ୍ଜନ ମୋ ଘଣ୍ଟାକୁ ଖରାପ କରିଦେଲା

ಸಮಾನಾರ್ಥಕ : ଖରାପ କରିବା


ಇತರ ಭಾಷೆಗಳಿಗೆ ಅನುವಾದ :

बुरी दशा में लाना।

रंजन ने मेरी घड़ी बिगाड़ दी।
खराब करना, ख़राब करना, घालना, बिगाड़ना

ಅರ್ಥ : କୌଣସି ପଦାର୍ଥର ସ୍ୱାଭାବିକ ଗୁଣ ଅଥବା ସ୍ୱଭାବରେ ବିକାର ଉତ୍ପନ୍ନ କରିବା

ಉದಾಹರಣೆ : କ୍ରୋଧିଁ ତାର ଚେହେରାକୁ ହିଁ ଖରାପ କରିଦେଲା

ಸಮಾನಾರ್ಥಕ : ଖରାପ କରିବା


ಇತರ ಭಾಷೆಗಳಿಗೆ ಅನುವಾದ :

किसी पदार्थ के स्वाभाविक गुण अथवा स्वभाव में विकार उत्पन्न करना।

जलन वश उसने उसका चेहरा ही बिगाड़ दिया।
खराब करना, ख़राब करना, बिगाड़ना

Inflict damage upon.

The snow damaged the roof.
She damaged the car when she hit the tree.
damage

ಅರ್ಥ : ଖରାପ ଅଭ୍ୟାସ ଲଗାଇବା

ಉದಾಹರಣೆ : ସଙ୍ଗତି ପ୍ରାୟଶଃ ବହୁତଙ୍କୁ ଖରାପ କରେ

ಸಮಾನಾರ್ಥಕ : ଖରାପ କରିବା


ಇತರ ಭಾಷೆಗಳಿಗೆ ಅನುವಾದ :

बुरी आदत लगाना।

संगति अकसर बहुतों को बिगाड़ती है।
खराब करना, ख़राब करना, बिगाड़ना