ಅರ್ಥ : ଗୋଟିଏ ବସ୍ତୁ ଆଉ ଗୋଟିଏ ବସ୍ତୁ ଉପରେ ବାଡ଼େଇହେବା
ಉದಾಹರಣೆ :
ବସ୍ଚାଳକ ବସ୍କୁ ଗଛରେ ବାଡ଼େଇ ଦେଲା
ಸಮಾನಾರ್ಥಕ : ଧକ୍କାଦେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁକୁ ବଜାଇ ବା ପିଟି ଢୋ ଢୋ ଶବ୍ଦ ଉତ୍ପନ୍ନ କରିବା
ಉದಾಹರಣೆ :
ଖେତରେ ପକ୍ଷୀଙ୍କୁ ହୁରୁଡ଼ାଇବାପାଇଁ ଟିଣ ବାଡ଼ିଆହୁଏ
ಇತರ ಭಾಷೆಗಳಿಗೆ ಅನುವಾದ :
किसी वस्तु को बजा या पीट कर पट-पट शब्द उत्पन्न करना।
खेत से चिड़ियों को भगाने के लिए टीन को पटपटाते हैं।ಅರ್ಥ : ଧଡ଼ଧଡ଼ ଶବ୍ଦ ଉତ୍ପନ୍ନ କରିବା
ಉದಾಹರಣೆ :
ସେ ଦଶ ମିନିଟ ହେଲା କବାଟ ଠକଠକ କରୁଛି
ಸಮಾನಾರ್ಥಕ : ଠକଠକ କରିବା, ଧକ୍କା ମାରିବା, ଧଡ଼ଧଡ଼ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
Make short successive sounds.
rattleಅರ್ಥ : ଭିତରକୁ ଗଳିବାପାଇଁ ଉପରୁ ଜୋରରେ ପିଟିବା
ಉದಾಹರಣೆ :
ରାମ ମୂର୍ତ୍ତି ଲଗେଇବାପାଇଁ କାନ୍ଥରେ କଣ୍ଟା ବାଡ଼ଉଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାରି ଉପରେ ଅନ୍ୟ କିଛି ବସ୍ତୁଆଦିରେ ଆଘାତ କରିବା
ಉದಾಹರಣೆ :
ସିପାହୀ ଚୋରକୁ ଲାଠିରେ ପିଟୁଛି ସେ ପିଲାଟିକୁ ଗୋଟେ ଚଟକଣି ପକାଇଲା
ಸಮಾನಾರ್ಥಕ : ଚଟକଣି ଦେବା, ଚଟକଣି ପକେଇବା, ଧୁଲେଇକରିବା, ପିଟିବା, ପ୍ରହାର କରିବା, ମାରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी पर किसी वस्तु आदि से आघात करना।
सिपाही चोर को लाठी से मार रहा है।ಅರ್ಥ : ଆଘାତ କରି ଧଡ଼ଧଡ଼ ଶବ୍ଦ ଉତ୍ପନ୍ନ କରିବା
ಉದಾಹರಣೆ :
ସେ ଦଶ ମିନିଟ ହେଲା କବାଟ ଠକଠକ କରୁଛି
ಸಮಾನಾರ್ಥಕ : ଠକଠକ କରିବା, ଧଡ଼ଧଡ଼ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :