ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଦାନା ଆଦି ଅଲଗା କରିବାପାଇଁ ଧାନ ଆଦିର କେଣ୍ଡାକୁ ଝାଡ଼ିବା
ಉದಾಹರಣೆ : ସେ ବାଡ଼ିଆ କରିବାକୁ ମନା କରିଦେଲା
ಸಮಾನಾರ್ಥಕ : ବାଡ଼େଇବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
दाने अलग करने के लिए धान आदि के डंठल की झड़ाई।
The separation of grain or seeds from the husks and straw.
ಅರ್ಥ : ହାତ,ଗୋଡ଼ ଆଦିରେ ମାରିବାର ପ୍ରକ୍ରିୟା
ಉದಾಹರಣೆ : ଗାଁ ଲୋକମାନେ ମାଡ଼ ଦେଇସାରି ଚୋରକୁ ପୋଲିସ ହାତରେ ଦେଇଦେଲେ
ಸಮಾನಾರ್ಥಕ : ଆଘାତ, ପିଟା, ପ୍ରହାର, ମାଡ଼
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
हाथ, पैर आदि से मारने की क्रिया।
ಅರ್ಥ : ମାରିବା ପ୍ରକ୍ରିୟା
ಉದಾಹರಣೆ : ମାଡ଼ ସହିସହି ସେ ପିଠିଆ ହୋଇଯାଇଛି ଆଜି ସେ ଖୁବ ବାଡ଼ିଆ ଖାଇବ
ಸಮಾನಾರ್ಥಕ : କୁଟା, ଛେଚା, ପିଟା, ମାଡ଼
मारने की क्रिया।
The act of inflicting corporal punishment with repeated blows.
ಸ್ಥಾಪನೆ