ಅರ್ಥ : କୌଣସି ନୂଆ ବସ୍ତୁ ତିଆରି କରିବା ବା ନୂଆ କଥା ଖୋଜି ବାହାରକରିବା
ಉದಾಹರಣೆ :
ଟାଟା କାରର ଚାରିଟା ନୂଆ ମଡ଼େଲ ବାହାରିଛି
ಸಮಾನಾರ್ಥಕ : ଆବିଷ୍କାର କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
कोई नई वस्तु तैयार होना या नई बात का पता चलना।
टाटा से कार के चार नए मॉडल निकले हैं।Make something new, such as a product or a mental or artistic creation.
Her company developed a new kind of building material that withstands all kinds of weather.ಅರ್ಥ : ଅଲଗା ବା ପୃଥକ କରିବା
ಉದಾಹರಣೆ :
ସୀତା ଚାଉଳରେ ମିଶି ଯାଇଥିବା ଡାଲିକୁ ଅଲଗା କରୁଛି ସେ ବଡ଼ ବଡ଼ ମାଛ ଅଲଗା କରୁଛି
ಸಮಾನಾರ್ಥಕ : ଅଲଗା କରିବା, ବାଛିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏଭଳି କୌଣସି ବସ୍ତୁ ତିଆରି କରିବା କିମ୍ବା ନୂଆ କଥା ବାହାର କରିବା ଯାହା କେହି ପ୍ରଥମେ ଜାଣି ନଥାନ୍ତି
ಉದಾಹರಣೆ :
ଏଡିସନ୍ ବିଜୁଳୀ ଆବିଷ୍କାର କରିଥିଲେ
ಸಮಾನಾರ್ಥಕ : ଆବିଷ୍କାର କରିବା, ଉଦ୍ଭାବନ କରିବା, ଖୋଜି ବାହାର କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
कोई ऐसी नयी वस्तु तैयार करना या नई बात ढूँढ़ निकालना जो पहले किसी को मालूम न रही हो।
एडीसन ने बिजली का आविष्कार किया।ಅರ್ಥ : ପିନ୍ଧା ବସ୍ତୁକୁ ଖୋଲିବା
ಉದಾಹರಣೆ :
ପିଲାମାନେ ଗାଧୋଇବା ପାଇଁ ନିଜ ପୋଷାକ ଖୋଲିଲେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବାସନ ଭିତରୁ କିଛି ଜିନିଷଆଦି ବାହାର କରିବା
ಉದಾಹರಣೆ :
ମନିଶ ଛୋଟ ଡେକଚିରୁ ଭାତ ବାହାରକଲା
ಸಮಾನಾರ್ಥಕ : କାଢ଼ିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଭିତରେ ପଶିଥିବା ଜିନିଷକୁ ବାହାର କରିବା
ಉದಾಹರಣೆ :
ବାରିକ ପାଦର କଣ୍ଟାକୁ ବାହାରକଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କଥାବସ୍ତୁଆଦି ଆରମ୍ଭ କରିବା
ಉದಾಹರಣೆ :
ସେ କଥାକଥାରେ ମନୋଜର ବାହାଘର କଥା ଉଠାଇଲା ମନ୍ତ୍ରୀମହୋଦୟ ସଦନର ବୈଠକରେ ଘୋଟାଲାର ମାମଲା ଉଠାଇଲେ
ಸಮಾನಾರ್ಥಕ : ଆରମ୍ଭ କରିବା, ଉଠାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
Take the first step or steps in carrying out an action.
We began working at dawn.ಅರ್ಥ : ନିସ୍ତାର ବା ଉଦ୍ଧାର କରିବା
ಉದಾಹರಣೆ :
ସେ ମୋତେ ଏହି ବିପଦରୁ ଉଦ୍ଧାର କଲା
ಸಮಾನಾರ್ಥಕ : ଉତ୍ତାରିବା, ଉଦ୍ଧାର କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଜାରି କରିବା ବା ପ୍ରଚଳନ କରିବା
ಉದಾಹರಣೆ :
ସରକାର ନୂଆ ଡାକଟିକଟ ପ୍ରଚଳନ କଲେ
ಸಮಾನಾರ್ಥಕ : ଜାରି କରିବା, ପ୍ରଚଳନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
जारी करना या उपलब्ध कराना।
सरकार ने नया डाक टिकट निकाला है।ಅರ್ಥ : ଖୋଜିକରି ଆଗରେ ରଖିବା
ಉದಾಹರಣೆ :
ପୋଲିସ ଚୋର ଘରୁ ଚୋରି ମାଲ ବାହାରକଲେ
ಸಮಾನಾರ್ಥಕ : ଜବତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ढूँढ़कर सामने रखना।
पुलिस ने चोर के घर से चोरी के माल निकाले।ಅರ್ಥ : ରେଖା ପରି ସିଧାରେ ଦୂର ପର୍ଯ୍ୟନ୍ତ ଯାଇଥିବା ବସ୍ତୁର ନିର୍ମାଣ କରିବା
ಉದಾಹರಣೆ :
ସରକାର ଏହି ବନ୍ଧରୁ ଆଉ ଏକ କେନାଲ ବାହାର କଲେ
ಇತರ ಭಾಷೆಗಳಿಗೆ ಅನುವಾದ :
रेखा के समान दूर तक जाने वाली वस्तु का निर्माण करना।
सरकार ने इस बाँध से एक और नई नहर निकाली।