ಅರ್ಥ : ଯାହାର ରହିବାପାଇଁ ବାସସ୍ଥାନ ବା ଘର ନଥାଏ
ಉದಾಹರಣೆ :
ମୁମ୍ବାଈରେ ଲକ୍ଷଲକ୍ଷ ବାସହୀନ ଲୋକ ରାସ୍ତାଉପରେ ଶୋଇବାପାଇଁ ବାଧ୍ୟ ହୁଅନ୍ତି
ಸಮಾನಾರ್ಥಕ : ଗୃହହୀନ ଲୋକ, ବାସହୀନ ଲୋକ, ବେଘର
ಇತರ ಭಾಷೆಗಳಿಗೆ ಅನುವಾದ :
वह जिसके पास रहने के लिए आवास या घर न हो।
मुम्बई में लाखों बेघर सड़कों पर सोने के लिए मजबूर हैं।ಅರ್ಥ : ବିନା ବାସ ଗୃହରେ ବା ଯାହାର ବାସଗୃହ ନାହିଁ
ಉದಾಹರಣೆ :
ସରଯୂ ନଦୀରେ ଆସିଥିବା ଭୀଷଣ ବଢ଼ି ହଜାରହଜାର ଲୋକଙ୍କୁ ବାସହୀନ କରିଦେଲା
ಸಮಾನಾರ್ಥಕ : ଅନିକେତ, ଆବାସହୀନ, ଆଶ୍ରୟହୀନ, ଗୃହବିହୀନ, ଗୃହହୀନ, ବେଘର
ಇತರ ಭಾಷೆಗಳಿಗೆ ಅನುವಾದ :
Physically or spiritually homeless or deprived of security.
Made a living out of shepherding dispossed people from one country to another.