ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ସପ୍ତାହର କୌଣସି ଦିନ
ಉದಾಹರಣೆ : ସୋମବାର ସପ୍ତାହର ପ୍ରଥମ ଦିନ
ಸಮಾನಾರ್ಥಕ : ଦିନ, ଦିବସ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
सप्ताह का कोई दिन।
Any one of the seven days in a week.
ಅರ್ಥ : କୌଣସି ଇଂରେଜୀ ମାସର ଦ୍ୱାଦଶତମ ଦିନରେ ପଡ଼ୁଥିବା ତାରିଖ
ಉದಾಹರಣೆ : ଏମାସ ବାର ତାରିଖରେ ଶ୍ୟାମ ମୁମ୍ବାଈ ଯିବ
ಸಮಾನಾರ್ಥಕ : ବାର ତାରିଖ
ಅರ್ಥ : ଦଶ ଆଉ ଦୁଇ ମିଶି ମିଳୁଥିବା ସଂଖ୍ୟା
ಉದಾಹರಣೆ : ଛଅରେ ଛଅ ମିଶି ବାର ହୁଏ
ಸಮಾನಾರ್ಥಕ : ୧୨
दस और दो के जोड़ से प्राप्त अंक।
The cardinal number that is the sum of eleven and one.
ಅರ್ಥ : ଦଶ ଏବଂ ଦୁଇ
ಉದಾಹರಣೆ : ଡଙ୍ଗାରେ ବାରଜଣ ଲୋକ ଅଛନ୍ତି
ಸಮಾನಾರ್ಥಕ : 12, ଦ୍ୱାଦଶ, ୧୨
दस और दो।
Denoting a quantity consisting of 12 items or units.
ಸ್ಥಾಪನೆ