ಅರ್ಥ : କୋମଳତା,ତୀବ୍ରତା,ଉଠିବା-ପଡ଼ିବା ଆଦି ସହ ଯୁକ୍ତ ଯେଉଁ ଧ୍ୱନି ବାଦ୍ୟ ଯନ୍ତ୍ର ବଜେଇବାରୁ ଉତ୍ପନ୍ନ ହୁଏ
ಉದಾಹರಣೆ :
ବାଦ୍ୟା ସ୍ୱର ସଂପୂର୍ଣ୍ଣ କଳାଗୃହରେ ଗୁଞ୍ଜରିତ ହେଉଛି
ಸಮಾನಾರ್ಥಕ : ବାଦ୍ୟସ୍ୱର
ಇತರ ಭಾಷೆಗಳಿಗೆ ಅನುವಾದ :
कोमलता,तीव्रता,उतार-चढ़ाव आदि से युक्त वह ध्वनि जो वाद्य यंत्रों को बजाने से निकलती है।
वाद्य स्वर संपूर्ण कलागृह में गूँज रहा है।ಅರ್ಥ : ଯାହା ବାଜେ
ಉದಾಹರಣೆ :
ମେଳାରେ ବିଭିନ୍ନ ପ୍ରକାରର ବାଜା ମିଳୁଥିଲା
ಸಮಾನಾರ್ಥಕ : ବାଜଣା, ବାଜା, ବାଦନଯନ୍ତ୍ର, ବାଦ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
Any of various devices or contrivances that can be used to produce musical tones or sounds.
instrument, musical instrumentಅರ್ಥ : ଯେଉଁ ଯନ୍ତ୍ରରୁ ସଙ୍ଗୀତର ସ୍ୱର ବାହାରେ ଏବଂ ତାଳ ଦିଆଯାଏ
ಉದಾಹರಣೆ :
ଏହି ସଙ୍ଗୀତ ବିଦ୍ୟାଳୟରେ ସବୁପ୍ରକାର ବାଦ୍ୟ ଯନ୍ତ୍ର ଅଛି
ಇತರ ಭಾಷೆಗಳಿಗೆ ಅನುವಾದ :
वह यंत्र जिससे संगीत के स्वर निकलते या ताल दिये जाते हैं।
इस संगीत विद्यालय में हर प्रकार के वाद्ययंत्र हैं।Any of various devices or contrivances that can be used to produce musical tones or sounds.
instrument, musical instrument