ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ବାଦଶାହ ବା ସୁଲତାନଙ୍କର ଅଧିକାର ବା ଅଧିକାର କ୍ଷେତ୍ର
ಉದಾಹರಣೆ : ପିତାଙ୍କ ମୃତ୍ୟୁ ପରେ ବାଦଶାହୀ ପୁତ୍ର ହାତକୁ ଆସିଲା
ಸಮಾನಾರ್ಥಕ : ସଲ୍ତନତ, ସୁଲତାନୀ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
किसी सुल्तान द्वारा शासित देश या क्षेत्र।
Country or territory ruled by a sultan.
ಅರ್ಥ : ବାଦଶାହଙ୍କ ଶାସନ
ಉದಾಹರಣೆ : ଆକବରଙ୍କ ବାଦଶାହୀ ଶାସନ ବହୁତ ଦିନ ପର୍ଯ୍ୟନ୍ତ ଚାଲିଥିଲା
ಸಮಾನಾರ್ಥಕ : ବାଦଶାହୀ ଶାସନ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
बादशाह का शासन।
ಅರ್ಥ : ମନଇଚ୍ଛା ବ୍ୟବହାର
ಉದಾಹರಣೆ : ଆପଣଙ୍କର ମନମୁଖୀ ଏଠି ଚଳିବ ନହିଁ
ಸಮಾನಾರ್ಥಕ : ମନମୁଖୀ
मनमाना व्यवहार।
ಅರ್ಥ : ବାଦଶାହା ସମ୍ବନ୍ଧୀୟ ବା ବାଦଶାହାଙ୍କର
ಉದಾಹರಣೆ : ନଗରରେ ବାଦଶାହୀ ସୂଚନା ପଠାଯାଇଛି
ಸಮಾನಾರ್ಥಕ : ସୁଲତାନୀ
बादशाह संबंधी या बादशाह का।
Having the rank of or resembling or befitting a king.
ಸ್ಥಾಪನೆ