ಅರ್ಥ : ରାମଙ୍କ ପୂର୍ବଜ ଥିବା ଇକ୍ଷ୍ବାକୁ ବଂଶର ଜଣେ ରାଜା
ಉದಾಹರಣೆ :
ବାଣ ବିକୁକ୍ଷିଙ୍କ ପୁତ୍ର ଥିଲେ
ಇತರ ಭಾಷೆಗಳಿಗೆ ಅನುವಾದ :
An imaginary being of myth or fable.
mythical beingಅರ್ಥ : ବାରୁଦ, ଗନ୍ଧକ, ଏକ ପ୍ରକାର କ୍ଷାର ଆଦି ମିଶ୍ରଣରେ ତିଆରି ହେଉଥିବା ଚକ୍ର, ଅନାର, ଫୋଟକା ଯାହାକୁ ଜଳେଇଲା ପରେ ରଙ୍ଗବେରଙ୍ଗ ନିଆଁ ବାହାରେ ଓ ଶବ୍ଦ ମଧ୍ୟ ହୁଏ
ಉದಾಹರಣೆ :
ଆମେ ଦିପାବଳୀ ଦିନ ବାଣ ଫୁଟାଉ
ಇತರ ಭಾಷೆಗಳಿಗೆ ಅನುವಾದ :
Firework consisting of a small explosive charge and fuse in a heavy paper casing.
banger, cracker, firecrackerಅರ್ಥ : ଯେଉଁ ବାଣ ଫୁଟିଲେ ବହୁତ ଜୋରରେ ଶବ୍ଦ ହୁଏ
ಉದಾಹರಣೆ :
ଦୀପାବଳୀରେ ଅନେକ ବାଣ ଫୁଟାଗଲା
ಇತರ ಭಾಷೆಗಳಿಗೆ ಅನುವಾದ :
Firework consisting of a small explosive charge and fuse in a heavy paper casing.
banger, cracker, firecrackerಅರ್ಥ : କୌଣସି ବସ୍ତୁ କିଣାବିକା ବେଳେ ତା’ ବଦଳରେ ଦିଆଯାଉଥିବା ଧନ
ಉದಾಹರಣೆ :
ଏହି କାର୍ର ଦାମ୍ କେତେ ?
ಸಮಾನಾರ್ಥಕ : ଦର, ଦାମ୍, ଭାଉ, ମୂଲ୍, ମୂଲ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
The property of having material worth (often indicated by the amount of money something would bring if sold).
The fluctuating monetary value of gold and silver.ಅರ್ಥ : ଧାତୁଆଦିରେ ବନା ହୋଇଥିବା ଏକ ପତଳା ଲମ୍ବା ହତିଆର ଯାହା ଧନୁଦ୍ୱାରା ଚଳାଯାଇଥାଏ
ಉದಾಹರಣೆ :
ବାଣ ବାଜିବାରୁ ପକ୍ଷୀଟି ଛଟପଟ ହେବାକୁ ଲାଗିଲା
ಸಮಾನಾರ್ಥಕ : ତୀର, ବିଶିଖ, ଶର, ଶାୟକ
ಇತರ ಭಾಷೆಗಳಿಗೆ ಅನುವಾದ :
धातु आदि का बना वह पतला लम्बा हथियार जो धनुष द्वारा चलाया जाता है।
बाण लगते ही पक्षी तड़फड़ाने लगा।A projectile with a straight thin shaft and an arrowhead on one end and stabilizing vanes on the other. Intended to be shot from a bow.
arrow