ಅರ್ಥ : ସମୂହରୁ ଜିନିଷଗୁଡ଼ିକୁ ଅଲଗା କରିବା
ಉದಾಹರಣೆ :
ସେ ଟୋକେଇରୁ ଭଲ ଆମ୍ବ ବାଛୁଛି
ಸಮಾನಾರ್ಥಕ : ଅଲଗା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅନାବଶ୍ୟକ ରୂପରେ ନିଜର ଯୋଗ୍ୟତା ଦେଖାଇବା
ಉದಾಹರಣೆ :
ଆମେ ତୁମକୁ ଜାଣୁ, ବେଶି ବାଛନାହିଁ ସେ ବହୁତ ବାଛେ
ಇತರ ಭಾಷೆಗಳಿಗೆ ಅನುವಾದ :
अनावश्यक रूप से अपनी योग्यता दिखाना।
हम तुम्हें जानते हैं, ज्यादा मत छाँटो।ಅರ್ಥ : କିଛି ଲୋକଙ୍କ ଭିତରୁ କାହାରିକୁ ଆପଣାର ପ୍ରତିନିଧି କରିବା
ಉದಾಹರಣೆ :
କଂଗ୍ରେସ ଲୋକମାନେ ସୋନିଆ ଗାନ୍ଧିଙ୍କୁ କଂଗ୍ରେସର ଅଧ୍ୟକ୍ଷ ରୂପେ ବାଛିଲେ
ಸಮಾನಾರ್ಥಕ : ନିର୍ବାଚିତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
कुछ लोगों में से किसी को अपना प्रतिनिधि बनाना।
काँग्रेसियों ने सोनिया गाँधी को काँग्रेस अध्यक्ष चुना।ಅರ್ಥ : ଅଲଗା ବା ପୃଥକ କରିବା
ಉದಾಹರಣೆ :
ସୀତା ଚାଉଳରେ ମିଶି ଯାଇଥିବା ଡାଲିକୁ ଅଲଗା କରୁଛି ସେ ବଡ଼ ବଡ଼ ମାଛ ଅଲଗା କରୁଛି
ಸಮಾನಾರ್ಥಕ : ଅଲଗା କରିବା, ବାହାର କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗଛଗୁଡ଼ିକର ଚାରିପଟୁ ଘାସ ବାହାର କରିବା ଯାହାଦ୍ୱାରା ଗଛଗୁଡ଼ିକ ଠିକଭାବେ ବଢ଼ିପାରିବ
ಉದಾಹರಣೆ :
ଚାଷୀମାନେ ତାଙ୍କ ବିଲ ବାଛୁଛନ୍ତି
ಸಮಾನಾರ್ಥಕ : ଘାସ ବାଛିବା, ଘାସ ସଫାକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
पौधों के आस-पास की घास निकालना जिससे पौधों की बाढ़ ठीक तरह से हो।
किसान अपने खेतों को निरा रहे हैं।ಅರ್ಥ : ଅନେକ ବସ୍ତୁ ମଧ୍ୟରୁ କିଛି ମନ ପସନ୍ଦ ବସ୍ତୁ ଅଲଗା କରିବା
ಉದಾಹರಣೆ :
ଲୁଗା ଦୋକାନରେ ନିଜ ପାଇଁ ମୁଁ ଦଶଟି ଶାଢ଼ୀ ବାଛିଲି
ಸಮಾನಾರ್ಥಕ : ଚୟନ କରିବା, ପସନ୍ଦ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
बहुत सी वस्तुओं में से कुछ मनपसंद वस्तुएँ अलग करना।
कपड़े की दुकान से अपने लिए मैंने दस साड़ियाँ चुनी।ಅರ್ಥ : ସଜାଇକରି ବା କ୍ରମାନୁସାରେ ଠିକଭାବେ ରଖିବା
ಉದಾಹರಣೆ :
ରାଜମିସ୍ତ୍ରୀ କାନ୍ଥର ଇଟା ଅଲଗାକରି ରଖୁଛି
ಸಮಾನಾರ್ಥಕ : ଅଲଗାକରି ରଖିବା, ନିର୍ବାଚନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :