ಅರ್ಥ : ବଙ୍କାହେବାର ଅବସ୍ଥା ବା ଭାବ
ಉದಾಹರಣೆ :
କାରିଗରଟି ତାରର ବକ୍ରତା ଦୂର କରୁଥିଲା
ಸಮಾನಾರ್ಥಕ : ବକ୍ରତା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଘର, ଗଳି ଅଥବା ବାଟରେ ଆଗକୁ ବାହାରିଥିବା କୋଣ
ಉದಾಹರಣೆ :
ଚାରିଛକର ମୋଡ଼ରେ ଠିଆ ହୋଇଥିବା ପିଲାଟିକୁ ଟ୍ରକ ଧକାଦେଲା
ಇತರ ಭಾಷೆಗಳಿಗೆ ಅನುವಾದ :
The intersection of two streets.
Standing on the corner watching all the girls go by.ಅರ್ಥ : ଯେଉଁ ସ୍ଥାନରୁ ରାସ୍ତା ଅନ୍ୟ ଆଡ଼କୁ ମୋଡ଼େ
ಉದಾಹರಣೆ :
ଆଗ ମୋଡ଼ରୁ ଏହି ରାସ୍ତା ସିଧା ସମୁଦ୍ର ଆଡ଼କୁ ଯାଇଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଘୁରିବାର ପ୍ରକ୍ରିୟା,ଅବସ୍ଥା ବା ଭାବ
ಉದಾಹರಣೆ :
ଏହି ରାସ୍ତାରେ ବହୁତ ଅଧିକ ବୁଲାଣି ଅଛି
ಇತರ ಭಾಷೆಗಳಿಗೆ ಅನುವಾದ :
घूमने या घुमाने की क्रिया या भाव।
इतने घुमाव के बाद भी हम मंजिल तक नहीं पहुँचे।ಅರ್ಥ : କୌଣସି ରାସ୍ତା ଆଦିର ଯେଉଁ ଅଂଶଦେଇ ଲୋକେ ଅନ୍ୟଆଡ଼କୁ ଯାଆନ୍ତି ବା ଦିଗ ବଦଳାନ୍ତି
ಉದಾಹರಣೆ :
ବୁଲାଣି ବୁଲିଲାବେଳେ ମହେଶ ମୋତେ ଦେଖିଲା
ಇತರ ಭಾಷೆಗಳಿಗೆ ಅನುವಾದ :
The intersection of two streets.
Standing on the corner watching all the girls go by.