ಅರ್ಥ : କୌଣସି ବସ୍ତୁ ଆଦିର ମୂଲ୍ୟ ଯାହା ମାଲିକକୁ ପରେ ଦିଆଯାଇଥାଏ
ಉದಾಹರಣೆ :
ଏବେ ଲୁଗା ବେପାରୀଙ୍କର ମୋ ଉପରେ ଦୁଇ ହଜାର ଟଙ୍କା ଉଧାର ଅଛି
ಇತರ ಭಾಷೆಗಳಿಗೆ ಅನುವಾದ :
Money or goods or services owed by one person to another.
debtಅರ್ಥ : ଯାହା ବଳକା ଅଛି (ଯେଉଁଠି ଅନ୍ୟସବୁ କୌଣସି ପ୍ରକାରେ ସମାପ୍ତ ବା ନଷ୍ଟ ହୋଇଯାଇଛି)
ಉದಾಹರಣೆ :
ଘରେ ନିଆଁ ଲାଗି ଆଉ କିଛି ବାକି ରହିଲା ନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :
वह जो बचा हो या बची हुई वस्तु (जबकि अन्य किसी प्रकार समाप्त सा नष्ट हो गया हो)।
घर में आग लगने से कुछ भी शेष नहीं बचा।ಅರ್ಥ : ଅନ୍ୟଠାରୁ ପାଇବା ବା ପ୍ରାପ୍ତକରିବାକୁ ଥିବା ଟଙ୍କା
ಉದಾಹರಣೆ :
ସାହୁକାର ସବୁ ମାସର ଏକ ତାରିଖରେ ହିଁ ପାଉଣା ନେବା ପାଇଁ ଘରେ ପହଞ୍ଚିଯାଆନ୍ତି
ಸಮಾನಾರ್ಥಕ : ଦେୟ, ପାଉଣା, ପ୍ରାପ୍ୟ ଧନ
ಇತರ ಭಾಷೆಗಳಿಗೆ ಅನುವಾದ :
A payment that is due (e.g., as the price of membership).
The society dropped him for non-payment of dues.ಅರ್ಥ : ଯାହା ସମାପ୍ତ ହେଇନାହିଁ
ಉದಾಹರಣೆ :
ଅସମାପ୍ତ କାର୍ଯ୍ୟକୁ ପୂରା କର ଅଧାପନ୍ତରିଆ ଜ୍ଞାନ ଘାତକ ହୋଇଥାଏ
ಸಮಾನಾರ್ಥಕ : ଅଧାଖଣ୍ଡିଆ, ଅପୂର୍ଣ୍ଣ, ଅସଂପୂର୍ଣ୍ଣ, ଅସମାପ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା ବ୍ୟବହାରରେ ଆସି ନପାରି ବଳି ଯାଇଛି
ಉದಾಹರಣೆ :
ବଳକା ଖାଇବା ଘୋଡ଼େଇକି ରଖିଦିଅ
ಇತರ ಭಾಷೆಗಳಿಗೆ ಅನುವಾದ :