ಅರ್ಥ : ପାଗଳମାନଙ୍କ ଭଳି କୁହାଯାଉଥିବା ବ୍ୟର୍ଥ କଥା
ಉದಾಹರಣೆ :
ଅଧିକ ଜ୍ୱର ଯୋଗୁଁ ସେ ପ୍ରଳାପ କରୁଥିଲା ଅତ୍ୟଧିକ ଜ୍ୱର ଯୋଗୁଁ ସେ ବାଉଳିଚାଉଳି ହେଉଥିଲା
ಸಮಾನಾರ್ಥಕ : ପ୍ରଳାପ, ବାଉଳେଇ ଚାଉଳେଇ
ಇತರ ಭಾಷೆಗಳಿಗೆ ಅನುವಾದ :
Nonsensical talk or writing.
applesauce, codswallop, folderol, rubbish, trash, tripe, trumpery, wish-wash