ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ବାଇଶ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ବାଇଶ   ବିଶେଷ୍ୟ

ಅರ್ಥ : କୌଣସି ଇଂରେଜୀ ମାସର ଦ୍ୱାବିଂଶତିତମ ଦିନରେ ପଡୁଥିବା ତାରିଖ

ಉದಾಹರಣೆ : ଏମାସ ବାଇଶରୁ ତିରିଶ ପର୍ଯ୍ୟନ୍ତ ମୋର ଛୁଟି

ಸಮಾನಾರ್ಥಕ : ବାଇଶ ତାରିଖ

ಅರ್ಥ : ବାଇଶ ବର୍ଷର ଆୟୁ ବା ଗଣନାରେ ବାଇଶତମ ସ୍ଥାନରେ ଆସୁଥିବା ବର୍ଷ

ಉದಾಹರಣೆ : ତାକୁ ଏବର୍ଷ ବାଇଶ ହେଲା

ಸಮಾನಾರ್ಥಕ : ବାଇଶବର୍ଷ


ಇತರ ಭಾಷೆಗಳಿಗೆ ಅನುವಾದ :

A period of time occupying a regular part of a calendar year that is used for some particular activity.

A school year.
year

ବାଇଶ   ବିଶେଷଣ

ಅರ್ಥ : କୋଡ଼ିଏ ଏବଂ ଦୁଇ

ಉದಾಹರಣೆ : କାବ୍ୟ ପ୍ରତିଭା ପାଇଁ ଶ୍ୟାମ ବାଇଶି ବର୍ଷ ବୟସରେ ବି ପ୍ରସିଦ୍ଧ ହୋଇଗଲା

ಸಮಾನಾರ್ಥಕ : ଦ୍ୱାବିଂଶ, ବାଇଶି, ୨୨


ಇತರ ಭಾಷೆಗಳಿಗೆ ಅನುವಾದ :

बीस और दो।

काव्य प्रतिभा के चलते श्याम बाईस वर्ष की उम्र में ही प्रसिद्ध हो गया।
22, XXII, द्वाविंशति, बाइस, बाईस, २२

Being two more than twenty.

22, twenty-two, xxii