ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯେଉଁ ବ୍ୟକ୍ତିର ମଥା କାମକରେ ନାହିଁ
ಉದಾಹರಣೆ : ରାସ୍ତାରେ ପାଗଳ ଲୋକଟି ନିଜକୁ ନିଜେ କଥା କହି କହି ଯାଉଥିଲା
ಸಮಾನಾರ್ಥಕ : ପାଗଳ, ପାଗେଲା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
वह व्यक्ति जिसके दिमाग ने काम करना छोड़ दिया हो।
A person who is regarded as eccentric or mad.
ಅರ್ಥ : କ୍ରୋଧ, ପ୍ରେମଆଦି କାରଣରୁ ଯେ ନିଜକୁ ନିୟନ୍ତ୍ରଣ କରିପାରେ ନାହିଁ
ಉದಾಹರಣೆ : କ୍ରୋଧରେ ପାଗଳ ବ୍ୟକ୍ତି କିଛି ବି କରିପାରେ
ಸಮಾನಾರ್ಥಕ : ପାଗଳ, ବାଚାଳ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
क्रोध,प्रेम आदि के कारण जो आपे में न हो।
ಸ್ಥಾಪನೆ