ಅರ್ಥ : ଆୟ ବ୍ୟୟଆଦିର ହିସାବ ଲେଖାଯାଉଥିବା ପୁସ୍ତକ
ಉದಾಹರಣೆ :
ସେ ହିସାବଖାତା ଖୋଲି ଆୟ ବ୍ୟୟର ବିବରଣ ଦେଖୁଛି
ಸಮಾನಾರ್ಥಕ : ବହିଖାତା, ଲେଖାବହି, ହିସାବ ବହି, ହିସାବଖାତା
ಇತರ ಭಾಷೆಗಳಿಗೆ ಅನುವಾದ :
A record in which commercial accounts are recorded.
They got a subpoena to examine our books.ಅರ್ಥ : ଲେଖା ହୋଇଥିବା ବା ଛପା ହୋଇଥିବା ବହୁତ ପୃଷ୍ଠା ବିଶିଷ୍ଟ ବସ୍ତୁ ଯାହାକୁ ଅନ୍ୟଜଣେ ପଢ଼ିବାପାଇଁ ବିଚାର, ବିବେଚନଆଦି ଆବଶ୍ୟକ
ಉದಾಹರಣೆ :
ଭଲ ବହି ପଢ଼ିଲେ ଜ୍ଞାନ ବଢ଼େ
ಸಮಾನಾರ್ಥಕ : ପୁସ୍ତକ
ಇತರ ಭಾಷೆಗಳಿಗೆ ಅನುವಾದ :
A written work or composition that has been published (printed on pages bound together).
I am reading a good book on economics.