ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କାହାରି ସାହାଯ୍ୟରେ ଟେକାଯାଇଥିବା ବସ୍ତୁ
ಉದಾಹರಣೆ : ବସ୍ତୁ ଖସିକରି ମଥାରେ ଲାଗି ଗଲା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
किसी के सहारे पर टिकी हुई वस्तु।
ಅರ್ಥ : କୌଣସି କାମରେ ଲଗାଯାଉଥିବା ବସ୍ତୁ
ಉದಾಹರಣೆ : ଇଟା, ସିମେଣ୍ଟଆଦି ଜିନିଷ ଘର ତିଆରି କାମରେ ଆସେ
ಸಮಾನಾರ್ಥಕ : ଚିଜ, ଜିନିଷ, ପଦାର୍ଥ, ସାମଗ୍ରୀ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
वे वस्तुएँ जिनका किसी कार्य में उपयोग होता है।
The tangible substance that goes into the makeup of a physical object.
ಅರ್ಥ : ଯାହାର ଆକାର ବା ରୂପ ଥାଏ ଏବଂ ଯାହା ସପିଣ୍ଡ ଓ ସଶରୀର ଯୁକ୍ତ
ಉದಾಹರಣೆ : ଦୁଗ୍ଧ ଏକ ପାନୀୟ ଦ୍ରବ୍ୟ
ಸಮಾನಾರ್ಥಕ : ଜିନିଷ, ଦ୍ରବ୍ୟ, ପଦାର୍ଥ
वह जिसका कोई आकार या रूप हो और जो पिंड, शरीर आदि के रूप में हो।
ಅರ್ಥ : ବାସ୍ତବିକ ବା କଳ୍ପିତ ସତ୍ତା
ಉದಾಹರಣೆ : ବାୟୁ ଏକ ଅମୂର୍ତ ବସ୍ତୁ
ಸಮಾನಾರ್ಥಕ : ଚିଜ, ଜିନିଷ, ପଦାର୍ଥ
वह जो कुछ अस्तित्व में हो, वास्तविक या कल्पित।
An entity that is not named specifically.
ಸ್ಥಾಪನೆ