ಅರ್ಥ : ନାଭି ତଳେ ଥିବା ଯେଉଁ ଭିତର ଅଂଶରେ ମୂତ୍ର ସଂଚିତ ହୋଇ ରହେ
ಉದಾಹರಣೆ :
ବେଳେ ବେଳେ ମୂତ୍ରାଶୟରେ ପଥର ରୋଗ ହୋଇଥାଏ
ಸಮಾನಾರ್ಥಕ : ମୂତ୍ରାଶୟ
ಇತರ ಭಾಷೆಗಳಿಗೆ ಅನುವಾದ :
A membranous sac for temporary retention of urine.
urinary bladderಅರ್ಥ : କୌଣସି ନଗର କିମ୍ବା ଦେଶଆଦିରେ ବାସକରୁଥିବା ମନୁଷ୍ୟମାନଙ୍କର ମୋଟ ସଂଖ୍ୟା
ಉದಾಹರಣೆ :
ଭାରତର ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି
ಸಮಾನಾರ್ಥಕ : ଆବାଦି, ଜନସଂଖ୍ୟା, ପଡ଼ା
ಇತರ ಭಾಷೆಗಳಿಗೆ ಅನುವಾದ :
किसी नगर या देश आदि में बसनेवाले मनुष्यों की कुल संख्या।
भारत की जनसंख्या तेज़ी से बढ़ रही है।The people who inhabit a territory or state.
The population seemed to be well fed and clothed.ಅರ್ಥ : ଯେଉଁ ସ୍ଥାନରେ କିଛି ଲୋକ ଘର ତିଆରିକରି ରହିଥାଆନ୍ତି
ಉದಾಹರಣೆ :
ଗଣେଶ ପୂଜାପାଇଁ ସାରା ବସ୍ତିର ଲୋକ ଏକାଠି ହୋଇଛନ୍ତି
ಸಮಾನಾರ್ಥಕ : କଲୋନୀ
ಇತರ ಭಾಷೆಗಳಿಗೆ ಅನುವಾದ :
An area where a group of families live together.
settlement