ಅರ್ಥ : ତରଳ ପଦାର୍ଥର ଯେଭଳି ସ୍ଥିରହେଲେ ସେଥିରେ ଦ୍ରବୀଭୂତ ହୋଇଥିବା ଜିନିଷ ବା ମଇଳା ତଳେ ବସିଯାଏ
ಉದಾಹರಣೆ :
ମାଛଧରାଳିମାନେ ବାହାରି ଆସିବାପରେ ପୋଖରୀର ପାଣି ସ୍ଥିର ହୋଇଗଲା
ಸಮಾನಾರ್ಥಕ : ସ୍ଥିର ହୋଇଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
Remove by passing through a filter.
Filter out the impurities.ಅರ್ಥ : ତଳେ ପଡ଼ିଯିବା ବା ଧିରେଧିରେ ବସିଯିବା
ಉದಾಹರಣೆ :
ବର୍ଷାରେ ମାଟି ପାଚେରୀ ଭୁଷୁଡ଼ି ପଡ଼ିଲା
ಸಮಾನಾರ್ಥಕ : ଧସିଯିବା, ଭୁଷୁଡ଼ି ପଡ଼ିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଫୁଲିଥିବା ବା ବାହାରକୁଥିବା ତଳ ଭାଗ ଦବିଯାଇଥିବା
ಉದಾಹರಣೆ :
ବାକ୍ସ ଉପରେ ବସିବାରୁ ତାହା ଚେପା ହୋଇଗଲା
ಸಮಾನಾರ್ಥಕ : ଚେପାହୋଇଯିବା, ଦାବିହୋଇଯିବା
ಇತರ ಭಾಷೆಗಳಿಗೆ ಅನುವಾದ :