ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଦହିର ମୁଣ୍ଡା
ಉದಾಹರಣೆ : ଦହିର ବସା ଓ ପାଣି ଅଲଗା ଅଲଗା ହୋଇଯାଏ
ಸಮಾನಾರ್ಥಕ : ଘନ, ମୁଣ୍ଡା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
दही का थक्का।
ಅರ್ಥ : ରହିବାର ବା ଦୀର୍ଘ ସ୍ଥାୟୀ ହେବାର ସ୍ଥାନ
ಉದಾಹರಣೆ : ଏହି ଜଙ୍ଗଲ ହିଁ ଏହି ଡାକୁମାନଙ୍କର ବାସସ୍ଥାନ
ಸಮಾನಾರ್ಥಕ : ଚଟିଘର, ବାସସ୍ଥାନ
ठहरने या टिकने की जगह।
ಅರ್ಥ : କୁଟାକାଠିରେ ତିଆରି ପକ୍ଷୀର ଘର
ಉದಾಹರಣೆ : ଚଟିଆ ବସାରେ ଦୁଇଟି ଛୁଆ ଚୁଁ ଚୁଁ କରୁଛନ୍ତି
ಸಮಾನಾರ್ಥಕ : ଚଟିଆ ବସା, ନୀଡ଼
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
घास-फूस से बना हुआ पक्षी का घर।
A structure in which animals lay eggs or give birth to their young.
ಸ್ಥಾಪನೆ