ಅರ್ಥ : କାମରେ ଆସିବା ପରେ ମଧ୍ୟ କିଛି ବଳିଯିବା
ಉದಾಹರಣೆ :
ସବୁ ଆବଶ୍ୟକୀୟ ଜିନିଷ କିଣିବା ପରେ ମଧ୍ୟ ମୋ ପାଖରେ ତିନି ଶହ ଟଙ୍କା ବଳିଛି
ಇತರ ಭಾಷೆಗಳಿಗೆ ಅನುವಾದ :
Have left.
I have two years left.ಅರ್ಥ : ଚୂନାଆଦିକୁ ଗୋଲାକାର ରୂପକୁ ଆଣିବା
ಉದಾಹರಣೆ :
ଭାଉଜ ବେସନ ଲଡ଼ୁ ବଳୁଛନ୍ତି
ಸಮಾನಾರ್ಥಕ : ଗୋଟଳା କରିବା, ବାନ୍ଧିବା
ಇತರ ಭಾಷೆಗಳಿಗೆ ಅನುವಾದ :
चूर्ण आदि को पिंड के रूप में लाना।
भाभी बेसन के लड्डू बाँध रही हैं।