ಅರ್ಥ : ବାନ୍ଧିକରି ଓ କଟାକଟି କରି ଏକ ବିଶେଷ ଢଙ୍ଗରେ ବଢ଼ିବାପାଇଁ ପ୍ରବୃତ୍ତ କରିବା
ಉದಾಹರಣೆ :
କୃଷକ ପାନ ଲତାଗୁଡ଼ିକ ଅନୁବର୍ଦ୍ଧନ କରୁଛି
ಸಮಾನಾರ್ಥಕ : ଅନୁବର୍ଦ୍ଧନ କରିବା, ଦାୟିତ୍ୱନେବା, ବଢ଼ାଇବା, ରକ୍ଷଣାବେକ୍ଷଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
* बाँधकर और कटाई-छँटाई करके एक विशेष तरीके से बढ़ने में प्रवृत्त करना।
किसान पान की लताओं का अनुवर्धन कर रहा है।ಅರ್ಥ : ପରିମାଣରେ ଅଧିକ କରିବା
ಉದಾಹರಣೆ :
ସେ ଭୋଜନର ପରିମାଣ ବଢ଼ାଇଦେଇଛି
ಸಮಾನಾರ್ಥಕ : ଅଧିକ କରାଇବା, ବୃଦ୍ଧି କରାଇବା, ବଢ଼ାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବଢ଼ାଇବା କାମ ଅନ୍ୟ କାହାଦ୍ୱାରା କରାଇବା
ಉದಾಹರಣೆ :
ରହିମ ଠିକାଦାରକୁ କହି ତା ଘରେ ଏକ କୋଠରି ବଢ଼ାଇଲା
ಸಮಾನಾರ್ಥಕ : ପ୍ରସାରିତ କରାଇବା, ବୃଦ୍ଧି କରାଇବା, ବଢ଼ାଇବା
ಇತರ ಭಾಷೆಗಳಿಗೆ ಅನುವಾದ :