ಅರ್ಥ : ବିଦ୍ୟମାନ ସମୟ
ಉದಾಹರಣೆ :
ବର୍ତ୍ତମାନ କାଳରେ ନାରୀ ସବୁକ୍ଷେତ୍ରରେ ଆଗୁଆ
ಸಮಾನಾರ್ಥಕ : ଆଜି, ଆଧୁନିକ କାଳ, ବର୍ତ୍ତମାନ କାଳ
ಇತರ ಭಾಷೆಗಳಿಗೆ ಅನುವಾದ :
विद्यमान समय।
वर्तमान काल में नारी हर क्षेत्र में आगे आ रही है।ಅರ್ಥ : ଏଇ ସମୟ ବା ଏଇ ମୁହୂର୍ତ୍ତ ବା ଏଇ କ୍ଷଣ
ಉದಾಹರಣೆ :
ଏବେ ମୁଁ ଶୋଇବାକୁ ଚାହୁଁଛି
ಸಮಾನಾರ್ಥಕ : ଅଧୁନା, ଏଇ ମୁହୂର୍ତ୍ତରେ, ଏଇ ସମୟରେ, ଏଇକ୍ଷଣି, ଏଇନା, ଏଇନେ, ଏବେ, ସଂପ୍ରତି
ಇತರ ಭಾಷೆಗಳಿಗೆ ಅನುವಾದ :
At the present moment.
Goods now on sale.