ಅರ್ಥ : ମନୁଷ୍ୟ ଶରୀରର କଳା, ଗୋରା, ହଳଦିଆ ଆଦି ରଙ୍ଗ କାରଣରୁ କରାଯାଉଥିବା ଯେଉଁ ଭେଦଭାବ କାରଣରୁ ତାକୁ ଛୋଟ ବା ବଡ ବିଚାର କରାଯାଏ ଏବଂ ନିଜ ବର୍ଣ୍ଣ ବ୍ୟତୀତ ଅନ୍ୟ ବର୍ଣ୍ଣର ଲୋକଙ୍କ ସହିତ ସମାନ ବ୍ୟବହାର କରାଯାଏନାହିଁ
ಉದಾಹರಣೆ :
ଆଜି ବି ଦୁନିଆ ବର୍ଣ୍ଣ-ବୈଷମ୍ୟରୁ ରକ୍ଷା ପାଇନାହିଁ
ಸಮಾನಾರ್ಥಕ : ବର୍ଣ୍ଣ-ବୈଷମ୍ୟ, ରଂଗଭେଦ, ରଙ୍ଗଭେଦ
ಇತರ ಭಾಷೆಗಳಿಗೆ ಅನುವಾದ :
Discriminatory or abusive behavior towards members of another race.
racial discrimination, racialism, racism