ಅರ್ಥ : ଜଳର ଅଧିପତି ବୋଲି ବିଚାର କରାଯାଉଥିବା ଏକ ବୈଦିକ ଦେବତା
ಉದಾಹರಣೆ :
ବେଦରେ ବରୁଣଙ୍କ ପୂଜାର ବିଧାନ ଅଛି
ಸಮಾನಾರ್ಥಕ : ଜଳଦେବତା, ଜଳାଧିପ, ପୟୋଦେବ, ସଲୀଳେଶ
ಇತರ ಭಾಷೆಗಳಿಗೆ ಅನುವಾದ :
एक वैदिक देवता जो जल के अधिपति माने गये हैं।
वेदों में वरुण की पूजा का विधान है।In Vedism, god of the night sky who with his thousand eyes watches over human conduct and judges good and evil and punishes evildoers. Often considered king of the Hindu gods and frequently paired with Mitra as an upholder of the world.
varunaಅರ್ಥ : ପଳାଶ ପରି ହୋଇଥିବା ଗୋଟିଏ ପ୍ରକାରର ଜଙ୍ଗଲୀ ଗଛ
ಉದಾಹರಣೆ :
ବରୁଣ ସିଧା ଓ ସୁନ୍ଦର ହୋଇଥାଏ
ಸಮಾನಾರ್ಥಕ : ନଦୀନ, ବନ୍ନା, ବରାଣ, ବଲାସୀ, ମାରୁତାପହ, ଶିଖିମଂଡଳ, ଶିଖିମଣ୍ଡଳ
ಇತರ ಭಾಷೆಗಳಿಗೆ ಅನುವಾದ :
A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
treeಅರ್ಥ : ଆଖି ପଲକ ଧାରରେ ହେଉଥିବା ଛୋଟବ୍ରଣ
ಉದಾಹರಣೆ :
ବ୍ରଣ ହେବା କାରଣରୁ ତା ଆଖିରେ ଦରଜ ହେଉଛି
ಇತರ ಭಾಷೆಗಳಿಗೆ ಅನುವಾದ :