ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଦୁହିଁବା ସମୟରେ ଗାଈ, ମଈଁଷି ଆଦିଙ୍କ ଗୋଡ଼ ବାନ୍ଧିବା ଦଉଡ଼ି
ಉದಾಹರಣೆ : ଗଉଡ଼ ଛନ୍ଦରେ ଗାଈର ପଚ୍ଛଗୋଡ଼ ଦୁଇଟା ବାନ୍ଧୁଛି
ಸಮಾನಾರ್ಥಕ : ଛନ୍ଦ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
दुहते समय गाय, भैंस आदि के पैरों को बाँधने की रस्सी।
ಅರ್ಥ : ବସ୍ତୁକୁ ଯେଉଁଥିରେ ବନ୍ଧାଯାଏ
ಉದಾಹರಣೆ : ବନ୍ଧନୀ ମଜବୁତ ହେବା ଆବଶ୍ୟକ
ಸಮಾನಾರ್ಥಕ : ବଂଧନୀ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
वह जिससे कोई वस्तु बाँधी जाय।
Restraint that attaches to something or holds something in place.
ಅರ್ಥ : ଯେଉଁ ଉପକରଣଦ୍ୱାରା ଯନ୍ତ୍ରଣା ଦିଆଯାଏ
ಉದಾಹರಣೆ : ସିପାହୀ ଅପରାଧୀର ଗୋଡ଼କୁ ବନ୍ଧନୀରେ କସିଦେଲା
ಸಮಾನಾರ್ಥಕ : କ୍ଲାମ୍ପ୍
एक प्रकार का उपकरण जिससे यंत्रणा दी जाती है।
An instrument of torture that stretches or disjoints or mutilates victims.
ಸ್ಥಾಪನೆ