ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ବନ୍ଦୋବସ୍ତ କରିବା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ବନ୍ଦୋବସ୍ତ କରିବା   କ୍ରିୟାପଦ

ಅರ್ಥ : ଭବିଷ୍ୟତରେ କୌଣସି ଭୂମିକା ବା କାର୍ଯ୍ୟପାଇଁ (କାହାରିକୁ)ପ୍ରସ୍ତୁତ କରିବା

ಉದಾಹರಣೆ : ବ୍ୟବସାୟୀଜଣକ ତା ପୁଅକୁ ନିଜ ଉତ୍ତରାଧିକାରୀ କରିବାପାଇଁ ବ୍ୟବସ୍ଥା କରୁଛି ଭାରତ ମାତାର ରକ୍ଷା କରିବାପାଇଁ ଆମ ସେନାବାହିନୀ ପ୍ରସ୍ତୁତ ହେଉଛି

ಸಮಾನಾರ್ಥಕ : ଆୟୋଜନ କରିବା, ତିଆରି କରିବା, ପ୍ରସ୍ତୁତ ହେବା, ବ୍ୟବସ୍ଥା କରିବା


ಇತರ ಭಾಷೆಗಳಿಗೆ ಅನುವಾದ :

* भविष्य में किसी भूमिका या कार्य के लिए (किसी को) तैयार करना।

व्यापारी अपने लड़के को अपना उत्तराधिकारी बनाने के लिए तैयार कर रहा है।
भारत माँ की रक्षा के लिए हम सेना तैयार कर रहे हैं।
तैयार करना

ಅರ್ಥ : କୌଣସି କାମ,ଘଟଣା ଆଦି ନିମନ୍ତେ ସ୍ଥାନ,ସମୟ ଆଦି ନିର୍ଦ୍ଧାରଣ କରିବା

ಉದಾಹರಣೆ : ମୁଁ ଆସନ୍ତା ମାସରେ ଘରକୁ ଯିବାର ବ୍ୟବସ୍ଥା କରୁଛି

ಸಮಾನಾರ್ಥಕ : ଆୟୋଜନ କରିବା, ବ୍ୟବସ୍ଥା କରିବା, ଯୋଜନା କରିବା


ಇತರ ಭಾಷೆಗಳಿಗೆ ಅನುವಾದ :

* किसी काम, घटना आदि के लिए स्थान, समय आदि निर्धारित करना।

मैंने अगले महीने घर जाने का कार्यक्रम बनाया है।
कार्यक्रम बनाना, योजना बनान

ಅರ್ಥ : ବ୍ୟବସ୍ଥା ବା ପ୍ରବନ୍ଧ କରିବା ବା ପ୍ରକ୍ରିୟାକୁ ଆଣିବା

ಉದಾಹರಣೆ : ବାଜି ଲଗାନ୍ତୁ ଘରକୁ ଫୋନ ଲଗାନ୍ତୁ

ಸಮಾನಾರ್ಥಕ : ଆୟୋଜନ କରିବା, ପ୍ରବନ୍ଧ କରିବା, ବ୍ୟବସ୍ଥା କରିବା, ଲଗାଇବା


ಇತರ ಭಾಷೆಗಳಿಗೆ ಅನುವಾದ :

* व्यवस्था या प्रबन्ध करना या प्रक्रिया में लाना।

बाजी लगाइए।
घर पर फोन लगाइए।
लगाना

To arrange for.

Place a phone call.
Place a bet.
place