ಅರ್ಥ : ରୋକିବାର ପ୍ରକ୍ରିୟା
ಉದಾಹರಣೆ :
ସୈନିକମାନେ ଶତ୍ରୁମାନଙ୍କୁ ସୀମାଭିତରେ ପ୍ରବେଶକୁ ରୋକିବାରେ ସଫଳ ହେଲେ
ಸಮಾನಾರ್ಥಕ : ଅଟକାଇବା, ଗତିରୋଧ କରିବା, ରୋକିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପ୍ରଥା ଆଦିର ଅନ୍ତ କରିବା
ಉದಾಹರಣೆ :
ଆମକୁ ସମାଜରୁ ଯୌତୁକ ପ୍ରଥା ଉଚ୍ଛେଦକରିବାକୁ ହେବ
ಸಮಾನಾರ್ಥಕ : ଉଚ୍ଛେଦକରିବା, ଉଠେଇବା, ସମାପ୍ତକରିବା, ହଟେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
प्रथा आदि का अंत करना।
हमें हमारे समाज से दहेज प्रथा उठाना है।ಅರ್ಥ : ରୋକିବା ବା ବାଧାଦେବା
ಉದಾಹರಣೆ :
ଡକାୟତମାନେ ମାର୍ଗ ଅବରୋଧ କଲେ
ಸಮಾನಾರ್ಥಕ : ଅଟକେଇବା, ଅବରୋଧକରିବା, ପ୍ରତିରୋଧକରିବା, ରୋକିବା, ରୋଧକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବିଣ୍ଡା ଲଗାଇବା
ಉದಾಹರಣೆ :
ବୋତଲର ମୁଁହ ବନ୍ଦ କରିବାପାଇଁ କାଗଜ ଚୁଣ୍ଟା ଲଗାଅ
ಸಮಾನಾರ್ಥಕ : ଚୁଣ୍ଟା ଲଗାଇବା, ବିଣ୍ଡା ଲଗାଇବା
ಇತರ ಭಾಷೆಗಳಿಗೆ ಅನುವಾದ :