ಅರ್ಥ : ଟଙ୍କାପଇସାଆଦି ବଦଳାଇବା
ಉದಾಹರಣೆ :
ଫଳବାଲା ପାଖରେ ପାଞ୍ଚଶହ ଟଙ୍କିଆ ନୋଟର ଖୁଚୁରା ନଥିଲା ଭାଙ୍ଗିଲାନାହିଁ
ಸಮಾನಾರ್ಥಕ : ଖୁଚୁରାନଥିବା, ଭଙ୍ଗାଇବା, ଭାଙ୍ଗିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବର୍ତ୍ତମାନର ଅବସ୍ଥାରେ ଅନ୍ତର ଆଣିବା ବା ଉପରତଳ କରିବା
ಉದಾಹರಣೆ :
ଏହି ବେତନ ବୃଦ୍ଧି ମୋ ଜୀବନ ସ୍ତରରେ କୌଣସି ସୁଧାର ଆଣିବନାହିଁ
ಸಮಾನಾರ್ಥಕ : ଆଣିବା, କରିବା, ପରିବର୍ତ୍ତନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗୋଟିଏ ଜିନିଷ ବଦଳରେ ଆଉଗୋଟିଏ ଜିନିଷ ନେବା କିମ୍ବା ଦେବା
ಉದಾಹರಣೆ :
ରମା ନିଜର ଫ୍ରିଜ୍ ବଦଳାଇ ଦେଲା
ಸಮಾನಾರ್ಥಕ : ବଦଳେଇବା
ಇತರ ಭಾಷೆಗಳಿಗೆ ಅನುವಾದ :