ಅರ್ಥ : କୌଣସି କାର୍ଯ୍ୟର ଆକାର, ପ୍ରକାର ବା ବିଧି ସମ୍ପର୍କରେ
ಉದಾಹರಣೆ :
ସେ ମୋତେ ଆଚାର ତିଆରି କରିବାର ବିଧି ବତେଇଲେ
ಇತರ ಭಾಷೆಗಳಿಗೆ ಅನುವಾದ :
किसी नए कार्य, उसको करने की विधि, बात या विषय आदि की जानकारी देना।
उसने मुझे अचार बनाने की विधि बताई।Give instructions or directions for some task.
She instructed the students to work on their pronunciation.ಅರ್ಥ : କୌଣସି ବସ୍ତୁ ଓ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିବା
ಉದಾಹರಣೆ :
ରହିମ ଆଜି ଆସିବନି ବୋଲି ସେ କହିଲା
ಸಮಾನಾರ್ಥಕ : କହିବା, ଜଣାଇବା, ସୂଚନା ଦେବା, ସୂଚିତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी वस्तु, काम आदि के बारे में बताना।
उसने कहा कि रहीम आज नहीं आयेगा।ಅರ್ಥ : ବୁଦ୍ଧି ବା ଜ୍ଞାନ ପ୍ରଦାନ କରିବା
ಉದಾಹರಣೆ :
ଅଧ୍ୟାପକ ପିଲାମାନଙ୍କୁ ଗଣିତ ବୁଝେଇଲେ
ಸಮಾನಾರ್ಥಕ : ଅବଗତ କରିବା, ବୁଝେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ହିତକଥା କହିବା
ಉದಾಹರಣೆ :
ବୁଦ୍ଧ ଆମକୁ ଜୀବନରେ ଉଚିତ ମୂଲ୍ୟର ଶିକ୍ଷା ଦେଲେ
ಸಮಾನಾರ್ಥಕ : କହିବା, ଶିକ୍ଷା ଦେବା, ଶିଖେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
हित की बातें बताना।
बुद्ध ने हमें जीवन के सही मूल्यों की सीख दी है।