ಅರ್ಥ : ଶୁଖିଲା ଛଣବିଡାରେ ହୋଇଥିବା ଛପର
ಉದಾಹರಣೆ :
ଏହି କୁଡିଆ ଘରକୁ ସଜେଇବା ପାଇଁ ପାଖାପାଖି ପଚାଶଟି ବତୀ ଲାଗିବ
ಇತರ ಭಾಷೆಗಳಿಗೆ ಅನುವಾದ :
फूस आदि का पूला जिसे छाजन पर लगाया जाता है।
इस झोपड़ी को छाने के लिए कम से कम पचास बत्तियाँ लगेंगी।ಅರ್ಥ : ଧାତୁ, ମାଟି ଇତ୍ୟାଦିର ଏକ ପାତ୍ର ଯେଉଁଥିରେ ତେଲଢାଳି ଓ ସଳିତା ପକାଇ ଆଲୋକିତ କରିବାପାଇଁ ବତୀ ଜଳାଯାଏ
ಉದಾಹರಣೆ :
ସଂଧ୍ୟା ହେବାମାତ୍ରେ ହିଁ ଗାଁରେ ଦୀପ ଜଳେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପୂଜା ଆଦି ସମୟରେ ଗନ୍ଧଦ୍ରବ୍ୟ ବା ଜ୍ବଳନଶୀଳ ପଦାର୍ଥ ବୋଳି ପ୍ରସ୍ତୁତକରାଇ ଜଳାଯାଉଥିବା ବତୀ
ಉದಾಹರಣೆ :
ଅଗରବତୀ, ଧୂପବତୀ, ମହମବତୀ ଆଦି ବହୁତ ପ୍ରଚଳିତ ବତୀସବୁ ରହିଛି
ಇತರ ಭಾಷೆಗಳಿಗೆ ಅನುವಾದ :
गंध-द्रव्य या ज्वलनशील पदार्थ लपेटकर बनायी जाने वाली बत्ती जो पूजन आदि के समय जलाई जाती है।
अगरबत्ती, धूपबत्ती, मोमबत्ती आदि बहुप्रचलित बत्तियाँ हैं।A substance that produces a fragrant odor when burned.
incense