ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯେ ବଣରେ ରହେ
ಉದಾಹರಣೆ : ବଣୁଆ ଜନ୍ତୁମାନଙ୍କୁ ହତ୍ୟା କରିବା ଆଇନ୍ ଅନୁସାରେ ଅପରାଧ
ಸಮಾನಾರ್ಥಕ : ଆଟବିକ, ଆରଣ୍ୟ, ଜଙ୍ଗଲୀ, ବନ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
वन में रहने वाला।
ಅರ್ಥ : ଜଙ୍ଗଲ ସଂବନ୍ଧୀୟ କିମ୍ବା ଜଙ୍ଗଲର
ಉದಾಹರಣೆ : ତାକୁ ଜଙ୍ଗଲୀ ଜୀବନ ବିଷୟରେ କିଛିବି ଜଣାନାହିଁ
ಸಮಾನಾರ್ಥಕ : ଆରଣ୍ୟକ, ଜଙ୍ଗଲୀ, ବନ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जंगल संबंधी या जंगल का।
Relating to or characteristic of wooded regions.
ಅರ್ಥ : ଯେଉଁଠି ଜଙ୍ଗଲ ଅଛି
ಉದಾಹರಣೆ : କିଛି ଆଦିବାସୀ ଜାତି ଜଙ୍ଗଲିଆ ସ୍ଥାନରେ ବାସ କରନ୍ତି
ಸಮಾನಾರ್ಥಕ : ଜଙ୍ଗଲିଆ, ଜଙ୍ଗଲୀ
जिसमें जंगल हों।
Covered with forest.
ಅರ್ಥ : ନିଜେ ନିଜେ ଅଙ୍କୁରିତ ହେବା
ಉದಾಹರಣೆ : ମୋ ଜମିରେ ଜଙ୍ଗଲୀ ଛୋଟ ଗଛଗୁଡ଼ିକ ଆପେ ଆପେ ଅଙ୍କୁରିତ ହୋଇଛି
ಸಮಾನಾರ್ಥಕ : ଜଙ୍ଗଲୀ
अपने-आप उगने वाला।
ಸ್ಥಾಪನೆ