ಅರ್ಥ : ସୁନାରୂପାର ଗହଣା ତିଆରି କରୁଥିବା ବ୍ୟକ୍ତି
ಉದಾಹರಣೆ :
ମା ବଣିଆପାଖରେ ପଚାଶ ହଜାର ଟଙ୍କାର ଗହଣା ଗଢ଼େଇଲେ
ಸಮಾನಾರ್ಥಕ : ସୁନାରି, ସୁବର୍ଣ୍ଣକାର, ସ୍ୱର୍ଣ୍ଣକାର
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁ ଆଦିର ଗୁଣ, ଦୋଷ ଚିହ୍ନଟ କରୁଥିବା ଲୋକ
ಉದಾಹರಣೆ :
ଆମ ଗୁରୁଜୀ ଜଣେ କୁଶଳ ଜହୁରୀ, ସେ କୌଣସି ଲୋକର ହାବଭାବରୁ ତାର ମହତ୍ତ୍ୱକୁ ମାପି ନିଅନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
किसी वस्तु आदि के गुण-दोष की पहचान करनेवाला व्यक्ति।
हमारे गुरुजी एक कुशल जौहरी हैं,वे किसी व्यक्ति के हाव-भाव से ही उसके महत्व को आँक लेते हैं।ಅರ್ಥ : ଗହଣାଗଢ଼ା ସ୍ଥାନର ପାଉଁଶକୁ ସଫାକରି ସେଥିରୁ ସୁନା,ରୂପା ଆଦି ବାହାର କରୁଥିବା ବ୍ୟକ୍ତି
ಉದಾಹರಣೆ :
ନ୍ୟାୟାରିୟା ଗହଣାଗଢ଼ା ସ୍ଥାନର ପାଉଁଶକୁ ସଫା କରୁଛି
ಸಮಾನಾರ್ಥಕ : ନ୍ୟାୟାରିୟା
ಇತರ ಭಾಷೆಗಳಿಗೆ ಅನುವಾದ :
नियार को साफ करके उसमें से सोना,चाँदी आदि निकालने वाला व्यक्ति।
न्यायारिया नियार को साफ कर रहा है।