ಅರ್ಥ : ବିନା ଲାଙ୍ଗୁଡ଼ର ବଡ଼ ମାଙ୍କଡ଼ ଯାହାର ଆକାର ମଣିଷ ସହିତ ମିଶେ
ಉದಾಹರಣೆ :
ଛୁଆମାନେ ଚିଡ଼ିଆଖାନାରେ ବଣମଣିଷକୁ ବାଦାମ ଖାଇବାକୁ ଦେଉଥିଲେ
ಇತರ ಭಾಷೆಗಳಿಗೆ ಅನುವಾದ :
Any of various primates with short tails or no tail at all.
apeಅರ್ಥ : ମାଙ୍କଡ଼ ଠାରୁ ଉନ୍ନତ ମଣିଷ ଆକୃତିର ଗୋଟିଏ ଜଙ୍ଗଲୀ ପ୍ରାଣୀ
ಉದಾಹರಣೆ :
ଆମେ ଚିଡ଼ିଆଖାନାରେ ବଣମଣିଷ ଦେଖିଲୁ