ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ବଜ୍ର ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ବଜ୍ର   ବିଶେଷ୍ୟ

ಅರ್ಥ : ଇନ୍ଦ୍ରଙ୍କ ପ୍ରଧାନ ଶସ୍ତ୍ର

ಉದಾಹರಣೆ : ବାଳ ହନୁମାନଙ୍କ ଉପରେ ଇନ୍ଦ୍ର ଥରେ ବଜ୍ର ପ୍ରହାର କରିଥିଲେ

ಸಮಾನಾರ್ಥಕ : ଇନ୍ଦ୍ରଶସ୍ତ୍ର, ଇନ୍ଦ୍ରାୟୁଧ, କୁଳିଶ


ಇತರ ಭಾಷೆಗಳಿಗೆ ಅನುವಾದ :

Indra's thunderbolt.

vajra

ಅರ್ಥ : କୃଷ୍ଣଙ୍କ ଜଣେ ନାତି

ಉದಾಹರಣೆ : ବଜ୍ର ଅନିରୁଦ୍ଧର ପୁତ୍ର


ಇತರ ಭಾಷೆಗಳಿಗೆ ಅನುವಾದ :

कृष्ण के एक पोते।

वज्र अनिरुद्ध के पुत्र थे।
वज्र

An imaginary being of myth or fable.

mythical being

ಅರ್ಥ : ବିଶ୍ବାମିତ୍ରଙ୍କର ଜଣେ ପୁତ୍ର

ಉದಾಹರಣೆ : ବଜ୍ରଙ୍କର ବର୍ଣ୍ଣନା ପୁରାଣରୁ ମିଳେ


ಇತರ ಭಾಷೆಗಳಿಗೆ ಅನುವಾದ :

विश्वामित्र के एक पुत्र।

वज्र का वर्णन पुराणों में मिलता है।
बज्र, वज्र

An imaginary being of myth or fable.

mythical being

ಅರ್ಥ : ଅକସ୍ମାତ ହେଉଥିବା କୌଣସି ବଡ଼ ଅନର୍ଥ ବା ଅନିଷ୍ଟ କାର୍ଯ୍ୟ

ಉದಾಹರಣೆ : ଶ୍ରବଣର ମୃତ୍ୟୁ ଖବର ଶୁଣିବା କ୍ଷଣି ଅନ୍ଧ ପିତାମାତାଙ୍କ ଉପରେ ବଜ୍ରାଘାତ ହେଲା

ಸಮಾನಾರ್ಥಕ : ଚଡ଼କ, ବଜ୍ରପାତ, ବଜ୍ରାଘାତ


ಇತರ ಭಾಷೆಗಳಿಗೆ ಅನುವಾದ :

सहसा होनेवाला कोई बहुत बड़ा अनर्थ या अनिष्ट।

श्रवण की मृत्यु का समाचार सुनते ही अंधे माता-पिता पर वज्राघात हुआ।
वज्रपात, वज्राघात

ବଜ୍ର   ବିଶେଷଣ

ಅರ್ಥ : ବହୁତ କଠୋର ବା ଖୁବ କଡ଼ା

ಉದಾಹರಣೆ : ସେ ଦଉଡ଼ିରେ ବଜ୍ର ଗଣ୍ଠି ପକାଇ ଦେଇଛି

ಸಮಾನಾರ್ಥಕ : ଟାଣ, ଦୃଢ଼


ಇತರ ಭಾಷೆಗಳಿಗೆ ಅನುವಾದ :

बहुत कठोर या ख़ूब कड़ा।

उसने रस्सी में बज्र गाँठ डाल दी है।
बज्र, वज्र