ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ବଜାୟ ରଖିବା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ବଜାୟ ରଖିବା   କ୍ରିୟାପଦ

ಅರ್ಥ : ସମ୍ବନ୍ଧ, ବ୍ୟବହାର ଆଦି ଠିକ ଭାବରେ ଚଳାଇ ରଖିବା

ಉದಾಹರಣೆ : ଶାଶୁଘରେ ଯେକୌଣସି ପ୍ରକାରରେ ସୁସମ୍ପର୍କ ବଜାୟ ରଖିବାପାଇଁ ମାଆ ଝିଅକୁ ବୁଝେଇ କହିଲେ

ಸಮಾನಾರ್ಥಕ : ଚଳାଇ ରଖିବା, ଚଳାଇବା, ଚଳେଇନେବା, ନିର୍ବାହ କରିବା


ಇತರ ಭಾಷೆಗಳಿಗೆ ಅನುವಾದ :

संबंध, व्यवहार आदि ठीक तरह से चलाए चलना।

माँ ने बेटी को समझाते हुए कहा कि तुम किसी तरह ससुराल में निभा लेना।
निबहना, निबाह करना, निबाहना, निभाना, निर्वहना, निर्वाह करना

ಅರ್ಥ : ନଷ୍ଟ ବା ଅନ୍ତ ବା ଭଙ୍ଗୁର ହେବାରୁ ରକ୍ଷାକରିବା ବା ସୁରକ୍ଷିତ ରଖିବା

ಉದಾಹರಣೆ : ଗୃହର ଶାନ୍ତି ବଜାୟ ରଖନ୍ତୁ କେତେକ ଆଦିବାସୀ ଜାତି ଆଜି ବି ପୁରାତନ ପରମ୍ପରାକୁ ଜୀବିତ ରଖିଛନ୍ତି

ಸಮಾನಾರ್ಥಕ : ଜୀବିତ ରଖିବା, ବଞ୍ଚେଇ ରଖିବା, ରକ୍ଷାକରିବା, ସଜୀବ ରଖିବା, ସୁରକ୍ଷିତ ରଖିବା


ಇತರ ಭಾಷೆಗಳಿಗೆ ಅನುವಾದ :

* नष्ट या अंत या भंग होने से बचाना या सुरक्षित रखना।

घर की शांति को बनाए रखिए।
कुछ आदिवासी जातियाँ आज भी पुरानी परम्पराओं को बनाए रखी हैं।
चलाना, जिंदा रखना, जिन्दा रखना, जीवित रखना, बनाए रखना, बरकरार रखना, बरक़रार रखना