ಅರ್ಥ : ଜୋରରେ ଭଡ଼ଭଡ଼ ବା ବକବକ ହେବା
ಉದಾಹರಣೆ :
କେତେବେଳ ଯାଏଁ ବକବକ ହେଉଥିବ,ଏବେ ସେତିକିରେ ବନ୍ଦ କର
ಸಮಾನಾರ್ಥಕ : ବୃଥାରେ ଗପିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅନ୍ୟର କଥା ନ ଶୁଣି ନିଜକଥା ଅନବରତ କହିଚାଲିବା
ಉದಾಹರಣೆ :
ମୀନା ଦେଶାଇ କେବଳ ନିଜ ବିଷୟରେ ହିଁ ବକବକ କରେ
ಸಮಾನಾರ್ಥಕ : ବକବକ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :