ಅರ್ಥ : ପୋଡ଼ିଗଲାପରେ ଚମଡ଼ାରେ ହେଉଥିବା ପାଣି-ଭରା ଫୁଲା
ಉದಾಹರಣೆ :
ପୋଡ଼ି ଯାଇଥିବାରୁ ମୋହନର ଶରୀରରେ ଫୋଟକା ହୋଇଗଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଚମଡ଼ା ଜୋତା ଘଷି ହେବା ଫଳରେ ହେଉଥିବା ଘାଆ
ಉದಾಹರಣೆ :
ମୋ ଡାହାଣ ପାଦରେ ଫୋଟକା ହୋଇଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବାରୁଦ, ଗନ୍ଧକ, ଏକ ପ୍ରକାର କ୍ଷାର ଆଦି ମିଶ୍ରଣରେ ତିଆରି ହେଉଥିବା ଚକ୍ର, ଅନାର, ଫୋଟକା ଯାହାକୁ ଜଳେଇଲା ପରେ ରଙ୍ଗବେରଙ୍ଗ ନିଆଁ ବାହାରେ ଓ ଶବ୍ଦ ମଧ୍ୟ ହୁଏ
ಉದಾಹರಣೆ :
ଆମେ ଦିପାବଳୀ ଦିନ ବାଣ ଫୁଟାଉ
ಇತರ ಭಾಷೆಗಳಿಗೆ ಅನುವಾದ :
Firework consisting of a small explosive charge and fuse in a heavy paper casing.
banger, cracker, firecrackerಅರ್ಥ : ଶରୀର ଉପରେ ହୋଇଥିବା କୌଣସି ଛୋଟ ଗୋଲାକାର ଫୁଲା
ಉದಾಹರಣೆ :
ପିଲାଟି ମୁଁହରେ ବସନ୍ତ ଫୋଟକା ହୋଇଛି
ಇತರ ಭಾಷೆಗಳಿಗೆ ಅನುವಾದ :