ಅರ್ಥ : ବୁଲିବୁଲି ଖୁଚୁରା ଜିନିଷ ବିକ୍ରି କରୁଥିବା ଛୋଟ ବେପାରୀ
ಉದಾಹರಣೆ :
ଗାଁରେ ଲୋକମାନେ ବୁଲାବିକାଳୀଙ୍କଠାରୁ କିଛି ଦରକାରୀ ଜିନିଷ କିଣି ନିଅନ୍ତି
ಸಮಾನಾರ್ಥಕ : ଖୁଚୁରାବେପାରୀ, ବୁଲାବିକାଳୀ, ବୁଲାବେପାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବୁଲିବୁଲି ସଉଦା ବିକୁଥିବା ବ୍ୟକ୍ତି
ಉದಾಹರಣೆ :
ଫେରିବାଲାର ଶବ୍ଦ ଶୁଣି ପିଲାମାନେ ଘରୁ ବାହାରକୁ ଦୌଡ଼ି ଆସିଲେ
ಇತರ ಭಾಷೆಗಳಿಗೆ ಅನುವಾದ :