ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କୌଣସି ଘନ ପଦାର୍ଥ କୌଣସି ଦ୍ରବ୍ୟରେ ଗୋଳି ମିଶିବା ପ୍ରକ୍ରିୟା
ಉದಾಹರಣೆ : ଥଣ୍ଡା ଜଳ ଅପେକ୍ଷା ଗରମ ଜଳରେ ଚିନିର ମିଶ୍ରଣ ଶୀଘ୍ର ହୋଇଥାଏ
ಸಮಾನಾರ್ಥಕ : ଘୋଳିବା, ମିଶିବା, ମିଶ୍ରଣ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
किसी ठोस का किसी द्रव में घुलकर मिलने की क्रिया।
ಅರ್ಥ : ଖୁବଜୋରରେ ଏକତ୍ର ମିଶେଇବା
ಉದಾಹರಣೆ : ହୋଲି ସମୟରେ ଭାଙ୍ଗ ଘୋଳାହୁଏ
ಸಮಾನಾರ್ಥಕ : ଘୋଟିବା, ଘୋଳିବା, ମନ୍ଥିବା
गति देकर एक में मिलाना।
ಅರ್ಥ : ଦ୍ରବ ପଦାର୍ଥରେ କିଛି ପକାଇ ଭଲଭାବେ ମିଶାଇବାପାଇଁ ଘୁରେଇ ଘୁରେଇ ହଲାଇବା
ಉದಾಹರಣೆ : ସେ ପକଡ଼ି ତିଆରି କରିବାପାଇଁ ବେସନ ଫେଣ୍ଟୁଛି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
द्रव पदार्थ में कुछ डालकर अच्छी तरह मिलाने के लिए घुमा-घुमाकर हिलाना।
Stir vigorously.
ಸ್ಥಾಪನೆ