ಅರ್ಥ : ମସ୍ତକ ବା ମୁଣ୍ଡରେ ଆଘାତ ଲାଗିବାରୁ ବାହାରି ଆସୁଥିବା ଗୋଲ ଫୁଲା
ಉದಾಹರಣೆ :
ସେ ମୁଣ୍ଡକୁ ବାଡ଼ିରେ ଏତେ ଜୋରରେ ମାରିଲେ ଯେ ଫୁଲା ବାହାରି ପଡ଼ିଲା
ಇತರ ಭಾಷೆಗಳಿಗೆ ಅನುವಾದ :
A lump on the body caused by a blow.
bumpಅರ್ಥ : ଯେଉଁ ରୋଗରେ ଶରୀରରେ ଆବୁ ହୋଇଯାଏ
ಉದಾಹರಣೆ :
ବହୁତ ଔଷଧ ଖାଇଲା ପରେବି ତାଙ୍କର ଆବୁ ଭଲ ହେଲା ନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକ ଆଖି ରୋଗ
ಉದಾಹರಣೆ :
ମୋତିଆବିନ୍ଦୁ ହେଲେ ଆଖିର କଳା ଭାଗ ଧଳା ହୋଇଯାଏ
ಸಮಾನಾರ್ಥಕ : ପରଳ, ମୋତିଆବିନ୍ଦୁ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ରୋଗ ଆଦି କାରଣରୁ ଶରୀରର କୌଣସି ଅଙ୍ଗର ଫୁଲିବା କ୍ରିୟା
ಉದಾಹರಣೆ :
ସେ ଶୋଥରେ ପୀଡ଼ିତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଘଣ୍ଟିକା ଫୁଲିବାର ଏକ ରୋଗ
ಉದಾಹರಣೆ :
ଆୟୋଡ଼ିନ ଅଭାବରୁ ଗଳଗଣ୍ଡ ରୋଗ ହୁଏ
ಇತರ ಭಾಷೆಗಳಿಗೆ ಅನುವಾದ :
Abnormally enlarged thyroid gland. Can result from underproduction or overproduction of hormone or from a deficiency of iodine in the diet.
goiter, goitre, struma, thyromegalyಅರ್ಥ : କିଛି ବିଶିଷ୍ଟ କାରଣରୁ ଅସ୍ୱାଭାବିକ ବା କୃତ୍ରିମ ଭାବରେ ବଢ଼ିବା ବା ଫୁଲିବା ଅବସ୍ଥା
ಉದಾಹರಣೆ :
ରକ୍ତଚାପ ବଢ଼ିଲେ ମସ୍ତିକର ନାଡ଼ିର ଫୁଲା ଅଧିକ ହେବାର ସମ୍ଭାବନା ଥାଏ
ಸಮಾನಾರ್ಥಕ : ସ୍ଫୀତି
ಇತರ ಭಾಷೆಗಳಿಗೆ ಅನುವಾದ :
कुछ विशिष्ट कारणों से अस्वाभाविक या कृत्रिम रूप से बढ़ने या फूलने की अवस्था।
रक्तचाप बढ़ने से मस्तिष्क की नाड़ी स्फीति बढ़ने की संभावना रहती है।The act of filling something with air.
inflationಅರ್ಥ : ବଳଦ ଆଖିରେ ହେଉଥିବା ଏକ ରୋଗ
ಉದಾಹರಣೆ :
ଫୁଲାରେ ଆଖି ତଳ ମାଂସ ବଢ଼ିଯାଏ
ಇತರ ಭಾಷೆಗಳಿಗೆ ಅನುವಾದ :