ಅರ್ಥ : ତାପଦ୍ବାରା ତରଳ ପଦାର୍ଥକୁ ଫୁଟାଇବା କାମ ବା ଉତ୍ତାପରେ ତରଳ ପଦାର୍ଥ ଫୁଟିବାର ପ୍ରକ୍ରିୟା
ಉದಾಹರಣೆ :
ପାଣି ଓ କ୍ଷୀର ଫୁଟିବା ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ହୁଏ
ಸಮಾನಾರ್ಥಕ : ଗଳନ
ಇತರ ಭಾಷೆಗಳಿಗೆ ಅನುವಾದ :
ताप देकर तरल पदार्थ को उबालने का काम या ताप पर द्रव के उबलने की क्रिया।
पानी और दूध का क्वथन एक अगल निश्चित ताप पर होता है।ಅರ್ಥ : ଉପରେ ଚୋପା ବା ଆବରଣ ଥିବା ଏବଂ ଭିତର ଭାଗରେ ପୋଲା ବା ନରମ ଜିନିଷରେ ଭର୍ତ୍ତିଥିବା ଏଭଳି ବସ୍ତୁର ଫାଟିବା
ಉದಾಹರಣೆ :
ଏହି ଢୋଲ ଫାଟିଗଲା
ಸಮಾನಾರ್ಥಕ : ଫାଟିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗଛରେ ଫୁଲ ହେବା
ಉದಾಹರಣೆ :
କ୍ଷେତରେ ସୋରିଷ ଫୁଲ ଫୁଟିଲାଣି
ಸಮಾನಾರ್ಥಕ : ଫୁଲ ଧରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କଢ଼ର ଫୁଲ ରୂପକୁ ବଦଳିବା
ಉದಾಹರಣೆ :
ସୂର୍ୟଙ୍କ କିରଣ ପଡିବା ମାତ୍ରେ ଅନେକ କଢ଼ ଫୁଟି ଉଠିଲା
ಸಮಾನಾರ್ಥಕ : ଖେଳିଯିବା, ପ୍ରସ୍ଫୁଟିତ ହେବା, ଫୁଟି ଉଠିବା, ବିକଶିତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
कली का फूल के रूप में बदलना।
सूर्य का प्रकाश मिलते ही अनेक कलियाँ खिल गईं।ಅರ್ಥ : ଭେଦକରି ବାହାରିବା
ಉದಾಹರಣೆ :
ଏଠାରେ ପ୍ରାୟ ଜ୍ୱାଳାମୁଖୀର ଉଦ୍ଗୀରଣ ହୁଏ
ಸಮಾನಾರ್ಥಕ : ଉଦ୍ଗୀରଣ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :