ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ରଙ୍ଗରସ ଅବା ସୁଖଭୋଗରେ ଉପୁଜୁଥିବା ବାଧାବିଘ୍ନ
ಉದಾಹರಣೆ : ଦୁର୍ଘଟଣା ଯୋଗୁଁ ଉତ୍ସବ ଫିକା ପଡିଗଲା
ಸಮಾನಾರ್ಥಕ : ନିରାନନ୍ଦ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
रंग या सुख-भोग में होने वाली बाधा।
ಅರ್ಥ : ଯେ ତେଜରେ କମ୍ ବା ଯାହାର ତେଜ ନାହିଁ
ಉದಾಹರಣೆ : ସବୁବେଳେ ଚିନ୍ତିତ ରହିବା କାରଣରୁ ଯୌବନରେ ମଧ୍ୟ ସେ ନିସ୍ତେଜ ଦିଶୁଛି
ಸಮಾನಾರ್ಥಕ : ତେଜହୀନ, ନିସ୍ତେଜ, ପ୍ରଭାହୀନ, ମଳିନ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जो तेज से हीन हो या जिसमें तेज न हो।
Abnormally deficient in color as suggesting physical or emotional distress.
ಅರ್ಥ : ଯାହା ଚକଚକିଆ ନୁହେଁ
ಉದಾಹರಣೆ : ବିଧବାମାନଙ୍କୁ ଫିକା ରଙ୍ଗର ଲୁଗା ପିନ୍ଧା ଯାଇଥାଏ
ಸಮಾನಾರ್ಥಕ : ଫିକା ରଙ୍ଗ, ସାଧା
जो चटकीला या शोख न हो।
ಸ್ಥಾಪನೆ