ಅರ್ಥ : ଯେଉଁ ପଶୁ ରୋଗରେ ପଶୁଗୁଡିକଙ୍କର ଖୁରା ଏବଂ ମୁହଁରେ ଦାନା ବାହାରିଥାଏ
ಉದಾಹರಣೆ :
ଏହି ବଳଦ ଫାଟୁଆରେ ପୀଡ଼ିତ
ಇತರ ಭಾಷೆಗಳಿಗೆ ಅನುವಾದ :
Acute contagious disease of cloven-footed animals marked by ulcers in the mouth and around the hoofs.
foot-and-mouth disease, hoof-and-mouth diseaseಅರ್ಥ : ପଶୁଙ୍କୁ ହେଉଥିବା ନହରୁଆ ଭଳି ଗୋଟିଏ ରୋଗ
ಉದಾಹರಣೆ :
ଫାଟୁଆରେ ପଶୁଙ୍କ ଖୁରାରେ ପୋକ ହୋଇଯାଇଥାଏ
ಸಮಾನಾರ್ಥಕ : ଖୁରାପଚା
ಇತರ ಭಾಷೆಗಳಿಗೆ ಅನುವಾದ :
नहरुए की तरह का एक रोग जो पशुओं को होता है।
किलकैया में पशुओं के खुरों में कीड़े पड़ जाते हैं।ಅರ್ಥ : ପଶୁମାନଙ୍କ ମଧ୍ୟରେ ସଂକ୍ରମଣ ହେଉଥିବା ରୋଗ
ಉದಾಹರಣೆ :
ଗାଁରେ ଫାଟୁଆ ରୋଗର ପ୍ରକୋପ ଅଧିକ
ಇತರ ಭಾಷೆಗಳಿಗೆ ಅನುವಾದ :
A disease that typically does not affect human beings.
animal disease