ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଫରମା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଫରମା   ବିଶେଷ୍ୟ

ಅರ್ಥ : କାଠ ବା ଧାତୁଆଦିର ଖଣ୍ଡ ଯାହା ଉପରେ କୌଣସି ରୂପ ବା ଚିତ୍ର ଖୋଳାହୋଇଛି ଏବଂ ଏହାକୁ କୌଣସି ଅନ୍ୟ ବସ୍ତୁଉପରେ ରଖି ଚାପିଦେଲେ ସେଥିରେ ଖୋଳା ଆକୃତି ଚପିଯାଏ ବା ତିଆରି ହୋଇଯାଏ

ಉದಾಹರಣೆ : ଶ୍ରମିକ ଲୁଗାଉପରେ ଛାଞ୍ଚ ସାହାଯ୍ୟରେ ପ୍ରକାର ପ୍ରକାରର ଛାପ ତିଆରି କରୁଛି

ಸಮಾನಾರ್ಥಕ : ଛାଞ୍ଚ, ଛାପା, ଠସା


ಇತರ ಭಾಷೆಗಳಿಗೆ ಅನುವಾದ :

लकड़ी या धातु आदि का वह खंड जिसपर कोई आकृति या बेल-बूटे आदि खुदे हों और उसे किसी दूसरी वस्तु पर रखकर दबाने से उसमें खुदी आकृति उतर या बन जाए।

मजदूर ठप्पे से कपड़ों पर तरह-तरह की छाप बना रहा है।
छापा, ठप्पा, थापा

A block or die used to imprint a mark or design.

stamp

ಅರ್ಥ : କାଗଜର ସେହି ପୂରା ଖଣ୍ଡ ଯାହା ଏକାଥରେ ପ୍ରେସରେ ଛପାଯାଏ

ಉದಾಹರಣೆ : ରେଳ ଦୁର୍ଘଟଣାର ଖବର ପ୍ରେସରେ ପହଞ୍ଚିବା ପୂର୍ବରୁ ହିଁ ଖବର କାଗଜର ଫରମା ପ୍ରସ୍ତୁତ ହୋଇ ସାରିଥିଲା


ಇತರ ಭಾಷೆಗಳಿಗೆ ಅನುವಾದ :

काग़ज़ का वह पूरा ताव जो एक बार में मुद्रणालय में छापा जाता है।

रेल दुर्घटना की ख़बर प्रेस में पहुँचने से पहले ही अख़बार का फरमा तैयार हो चुका था।
फरमा